KKFI କଲା ବଡ଼ ଘୋଷଣା: ଆସନ୍ତାବର୍ଷ ଭାରତ ଆୟୋଜନ କରିବ ପ୍ରଥମ ଖୋ ଖୋ ବିଶ୍ୱକପ
ନୂଆଦିଲ୍ଲୀ: ଆସନ୍ତାବର୍ଷ ଭାରତ ଆୟୋଜନ କରିବ ପ୍ରଥମ ଖୋ ଖୋ ବିଶ୍ୱକପ । ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୧୬ଟି ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ । ବିଶ୍ୱର ୨୪ଟି ଦେଶ ଓ ୬ଟି ମହାଦେଶ ଖୋ ଖୋ ବିଶ୍ୱକପରେ…