ଆସନ୍ତାକାଲି ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ: ଜାଣନ୍ତୁ ବାଚସ୍ପତି, ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ପଦରେ ବସିବେ କିଏ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ କ୍ୟାବିନେଟ ପରିବର୍ତ୍ତନ କରି ସମସ୍ତଙ୍କୁ ଚକମା ଦେଇଛନ୍ତି । ଆସନ୍ତାକାଲି ସକାଳ ୧୧.୪୫ରେ ସମ୍ଭାବ୍ୟ ମନ୍ତ୍ରୀମାନେ…