Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭ କୋଭିଡ୍ ପଜିଟିଭ୍, ଜଣେ ମୃତ Manas Pradhan Apr 15, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
Breaking News ସରକାରୀ କର୍ମଚାରୀଙ୍କୁ ଜବରଦସ୍ତ ଝଟକା, ଏବେ ମିଳିବ ନାହିଁ ବାକିଥିବା ୩୪ ହଜାର କୋଟିର ଅର୍ଥରାଶି Manas Pradhan Apr 15, 2022 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଏକ ଜୋରଦାର ଝଟକା ଲାଗିଛି । ପେନସନଧାରୀଙ୍କୁ ଦିଆଯାଉଥିବା ଡିଅରନେସ ଆଲାଉନ୍ସ (ଡିଏ) ଓ ଡିଅରନେସ ରିଲିଫ (ଡିଆର) ଅର୍ଥ ବର୍ତ୍ତମାନ ଦିଆଯିବ…
Breaking News ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କାର ଉପହାରକୁ ନିଜର ସମ୍ପତ୍ତି ଭାବି ବିକ୍ରି କରିଦେଇଛନ୍ତି ଇମ୍ରାନଙ୍କ ପତ୍ନୀ, ଏବେ ଆରମ୍ଭ ହେଲା ତଦନ୍ତ Manas Pradhan Apr 15, 2022 ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପଦରୁ ବିଦା ହେବା ପରେ ବି ବିବାଦ ଛାଡ଼ୁନାହିଁ ତାଙ୍କର ପିଛା । ପାକିସ୍ତାନର ସର୍ବବୃହତ ଯାଞ୍ଚ ଏଜେନ୍ସି ଫେଡରଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ)…
Breaking News ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ଏବେ ବିପଦରେ, ୧୮୬ଟି ଦେଶର ଅର୍ଥନୀତି ତଳକୁ ଖସୁଛି: IMF Manas Pradhan Apr 15, 2022 ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ଏକପ୍ରକାର ଦେବାଳିଆ କରିଦେଇଛି । ଏହି ଯୁଦ୍ଧର କୁପରିଣାମ ସ୍ୱରୂପ ୧୮୬ଟି ଦେଶର ଅର୍ଥନୀତି ଏବେ ବିପଦରେ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ୱର…
Breaking News ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା OJEE ଆବେଦନର ଅବଧି Manas Pradhan Apr 15, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ମାସରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ରାଜ୍ୟର ସରକାରୀ, ଘରୋଇ ଓ ୟୁନିଭରସିଟିଗୁଡ଼ିକରେ ବୈଷୟିକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଆଡମିଶନ…
Breaking News ମାର୍କେଟରେ ଲେମ୍ବୁ କେଜି ୪୦୦, ଖୁବଶୀଘ୍ର ବଢ଼ିବ ଟମାଟୋ ଦାମ, ଜାଣନ୍ତୁ ଏହା ପଛର କାରଣ Manas Pradhan Apr 13, 2022 ନୂଆଦିଲ୍ଲୀ: ବଜାରରେ ବର୍ତ୍ତମାନ ଲେମ୍ବୁର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ଲେମ୍ବୁ କେଜି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩୦୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି । ଏହାଫଳରେ ଗୋଟିଏ…
Breaking News କୋରାପୁଟ ସବ୍ ଜେଲର ସସପେଣ୍ଡ Manas Pradhan Apr 13, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କାରଣରୁ ଚାକିରିରୁ ସସପେଣ୍ଡ ହୋଇଛନ୍ତି କୋରାପୁଟ ଜିଲ୍ଲା ସବ୍ ଜେଲର । କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇଥିବା ନେଇ ସବ ଜେଲର ଗଗନ ବିହାରୀ ସାହୁଙ୍କ ବିରୋଧରେ…
Breaking News ଭୁବନେଶ୍ୱର ମାର୍କେଟରେ ବଢ଼ୁଛି ଖରାପ ସସର ଚାହିଦା, ବେପାର ବଢ଼ାଇବା ପାଇଁ ଲୋକଙ୍କୁ ଠକି ଚାଲିଛନ୍ତି ଫାଷ୍ଟଫୁଡ ଦୋକାନୀ Manas Pradhan Apr 13, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବଜାର, ହାଟରେ ଥିବା ସମସ୍ତ ଖାଦ୍ୟ ପଦାର୍ଥ ପୂରା ଭେଜାଲ । ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିରେ ବହୁମାତ୍ରାରେ ଫାଷ୍ଟଫୁଡ୍ ଦେକାନ ରହିଛି । ଅଧିକାଂଶ ଦୋକାନୀମାନେ ଗ୍ରାହକଙ୍କୁ…
Breaking News ନିଜ ଅଣ୍ଟାରେ ଯୁବତୀ ଜଣଙ୍କ ଲୁଚାଇ ରଖିଥିଲେ ଏକ ପିସ୍ତଲ, ପୋଲିସ ସର୍ଚ୍ଚ ପରେ ଧରା ପଡ଼ିଲେ, ଦେଖନ୍ତୁ ଭିଡିଓ Manas Pradhan Apr 13, 2022 ନୂଆଦିଲ୍ଲୀ: ଆଜିକାଲିର ଝିଅମାନେ ପୁଅଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ଜଣେ ଯୁବତୀ କୋଲ୍ଡ ଡ୍ରିଙ୍କ ପିଉଥିବା ସମୟରେ ପୋଲିସ ତାଙ୍କ ଅଣ୍ଟାରୁ ଏକ ପିସ୍ତଲ ଜବତ କରିଥିଲା । ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରୁ…
Breaking News ସମୁଦ୍ର ଜଳରୁ ବୈଜ୍ଞାନିକମାନେ ଠାବକଲେ ୫୫୦୦ ନୂଆ ଭାଇରସ୍, ଭବିଷ୍ୟତରେ ଏହା ଭୟଙ୍କର ବୀମାରୀର କାରଣ ସାଜିପାରେ Manas Pradhan Apr 13, 2022 ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସର ପ୍ରକୋପ ହ୍ରାସ ପାଇଥିଲେ ହେଁ ବିଭିନ୍ନ ଦେଶରେ ଏବେ ବି ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ତେବେ ନିକଟରେ ବୈଜ୍ଞାନିକମାନେ ୫୫୦୦ ନୂଆ ଭାଇରସର ସନ୍ଧାନ…