ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ଏହା ହତ୍ୟା ନା ସାଧାରଣ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ…

ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ-ଆମେରିକା ମଧ୍ୟରେ ପ୍ରତିଯୋଗିତା: ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ…

April Fools’ Day: କେବେଠାରୁ ଓ କାହିଁକି ଏହାକୁ ପାଳନ କରାଯାଉଛି, ଜାଣନ୍ତୁ ଏହା ପଛର କାହାଣୀ

ଏପ୍ରିଲ ଫୁଲ ଡେ ବିଷୟରେ ଆପଣମାନେ ଅନେକ କାହାଣୀ ଶୁଣିଥିବେ । ମାତ୍ର ଏହାକୁ ପାଳନ କରିବା ପଛର ସତ୍ୟତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । କୁହାଯାଏ, ୧୩୮୧ ମସିହା ଠାରୁ ଏହି ଦିବସକୁ ପାଳନ କରାଯାଇ ଆସୁଛି । ଇଂଲଣ୍ଡର…

ପୁଣି ଏକ ଲଜ୍ଜ୍ୟାଜନକ ଘଟଣା: ନାବାଳିକାଙ୍କୁ ଦୁଷ୍କର୍ମ କଲେ, ଅଭିଯୋଗ କରିବାରୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ୭ ଜଣଙ୍କୁ ଗିରଫ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ନୟାଗଡ଼ରେ ଏକ ଲଜ୍ଜ।।ଜନକ ଘଟଣା ଦେଖିବାକୁ ମିଳିଛି । ରଣପୁରରେ ଜଣେ ନାବାଳିକା ଦୁଷ୍କର୍ମ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଅଣ ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଆର୍ଥିକ ବର୍ଷର ପ୍ରଥମ ଦିବସରେ ଆଜି ଅଣ ସବସିଡି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ହୋଇଛି । ଅଣ ସବସିଡି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହାଫଳରେ ଆଜିଠାରୁ ଦିଲ୍ଲୀରେ…

କୃଷି ସହିତ କୃଷକ ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାର୍ଯ୍ୟ କରୁଛି NDDB

ନୂଆଦିଲ୍ଲୀ: ଭାରତ ସରକାର ଦୁଗ୍ଧ ଉତ୍ପାଦନ ଓ କୃଷିର ବିକାଶ ପାଇଁ ଅନେକ ଯୋଜନାର ପ୍ରଚଳନ କରିଛନ୍ତି । ଗୋପାଳକଙ୍କୁ ସବସିଡି ଆକାରରେ ଗାଈ ପ୍ରଦାନ କରାଯିବା ସହ କୃଷକଙ୍କଠାରୁ ଗୋବର କ୍ରୟ କରାଯାଉଛି । ଏହା ମାଧ୍ୟମରେ…

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ…

IRCTC ଲଞ୍ଚ କଲା ସ୍ୱଦେଶ ଦର୍ଶନ ସ୍ପେଶାଲ ପ୍ୟାକେଜ୍: କାଶୀ, ଅଯୋଧ୍ୟା, ପୁରୀ, କୋଣାର୍କ ଭ୍ରମଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ବୁକିଂ

ନୂଆଦିଲ୍ଲୀ: ଯଦି ତୀର୍ଥକ୍ଷେତ୍ର ବୁଲିବାର ଆପଣମାନଙ୍କର ଇଚ୍ଛା ଥାଏ, ତେବେ ତାହା ଏବେ ସହଜରେ ପୂରଣ ହୋଇପାରିବ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏଥିପାଇଁ ସ୍ୱଦେଶ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ, ସିସିଟିଭି କ୍ୟାମେରା ଓ ସୁରକ୍ଷା ବାରିକେଡ୍ ଭାଙ୍ଗିଲା: ସିସୋଦିଆ କହିଲେ ବିଜେପି…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବାସଭବନ ଉପରେ କିଛି ବିଜେପି କର୍ମୀ ଆଜି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କର ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ସୁରକ୍ଷା…