ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦ୍ଦାଖ

ନୂଆଦିଲ୍ଲୀ: ଆଜି ସକାଳୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖର ଲେହ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ଝଟକାର ତୀବ୍ରତା ୪.୩ ରହିଥିବା ବେଳେ ସକାଳ ପାଖାପାଖି ୭.୩୦ରେ ଏହା ଦେଖିବାକୁ ମିଳିଥିଲା ।…

ICCର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଆସନ୍ତା ବର୍ଷ ଜାନୁଆରୀରେ ଆୟୋଜିତ ହେବ ପ୍ରଥମ ମହିଳା U-19 ବିଶ୍ୱକପ୍

ନୂଆଦିଲ୍ଲୀ: ପୂର୍ବରୁ କେବଳ ପୁରୁଷ କ୍ରିକେଟରେ ଅଣ୍ଡର-୧୯ ବିଶ୍ୱକପର ଆୟୋଜନ କରାଯାଉଥିଲା । ତେବେ ଏଣିକି ମହିଳା ଅଣ୍ଡର-୧୯ ବିଶ୍ୱକପ ଆୟୋଜିତ ହେବ । ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ମହିଳା ଅଣ୍ଡର-୧୯ ୱାର୍ଲ୍ଡ କପ୍…

ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍: ଉଚ୍ଚଶିକ୍ଷା ବିଭାଗର ୱେବସାଇଟକୁ ଯାଇ ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯୋଗ୍ୟ…

ବିମାନରେ ଯାତ୍ରା ସମୟରେ ଖାଇବାର ସ୍ୱାଦ କାହିଁକି ବଦଳିଯାଏ, ଜାଣନ୍ତୁ ଏହା ପଛର କାରଣ

ଯଦି ଆପଣ ବିମାନରେ ଯାତ୍ରା କରୁଥିବା ସମୟରେ କେବେ ଖାଦ୍ୟ ସେବନ କରିଛନ୍ତି ତେବେ ସେ ସମୟରେ ଖାଦ୍ୟର ସ୍ୱାଦ କିପରି ଥାଏ ତାହା ନିଶ୍ଚିତ ଭାବେ ଜାଣିଥିବେ । ବିମାନରେ ଖାଦ୍ୟ ସାଧାରଣତଃ ମହଙ୍ଗା ହୋଇଥାଏ । ତେବେ ଯେତେ…

ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ: ବଦଳିବାକୁ ଯାଉଛି କେନ୍ଦ୍ର ସରକାରଙ୍କର ଏହି ୮ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ…

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ନିୟମ ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଦୈନନ୍ଦିନ ଜୀବନରେ ପଡ଼ିପାରେ । ଉଭୟ ଗରିବ ଓ ଧନୀ ଏଥିରେ ପ୍ରଭାବିତ ହୋଇପାରନ୍ତି ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସହ ୪ ଅଭିଯୁକ୍ତ: ଏଥର ଖୋଲିବ ମେମୋରି ଚିପ କେଳେଙ୍କାରୀ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ପହଞ୍ଚି ମୁଖ୍ୟ…

ଦୁଃଖ କେବେ ବି ପାଖ ମାଡ଼ିବନି, ସୁଖ ଶାନ୍ତିରେ ବିତିବ ଆପଣଙ୍କର ଜୀବନ: ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୫ଟି କଥାକୁ ସର୍ବଦା ମନେ ରଖନ୍ତୁ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟଙ୍କ ସମସ୍ତ ନୀତିବାଣୀ ମଣିଷ ଜୀବନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଚାଣକ୍ୟଙ୍କର ନୀତିକୁ ଦୈନନ୍ଦିନ ଜୀବନରେ ଠିକରେ ସଦୁପଯୋଗ କରିପାରିଲେ ବିପଦ ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତ…

ଏଲପିଜି ସିଲିଣ୍ଡର ଯୁଗ ସରିବ, ଏଣିକି ଘରେ ଘରେ ପାଇପ୍ ଲାଇନରେ ପହଞ୍ଚିବ ଶସ୍ତା ରୋଷେଇ ଗ୍ୟାସ୍: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରୋଷେଇ ଗ୍ୟାସକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ପ୍ରତ୍ୟେକ ଲୋକଙ୍କ ଘରେ ଏଲପିଜି ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ୟାସ୍…

Reliance Jio ଲଞ୍ଚ କଲା ମାସିକିଆ ରିଚାର୍ଜ ପ୍ଲାନ, ଏଥିରେ ରହିଛି ଅନେକ ବଢ଼ିଆ ଅଫର୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଏକ ମାସିକିଆ ରିଚାର୍ଜ ପ୍ଲାନ ଘୋଷଣା କରାଯାଇଛି । କମ୍ପାନୀ ଏହି ପ୍ରିପେଡ୍ ପ୍ଲାନର ମୂଲ୍ୟ ରଖିଛି ୨୫୯ ଟଙ୍କା । ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନିର୍ଦ୍ଦେଶକୁ…