fbpx

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୬ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ (VIDEO)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ସୌରଭଙ୍କ କୋଭିଡ୍ ରିପୋର୍ଟ ଆସିଥିଲା । କରୋନାରେ ସଂକ୍ରମିତ ହେବା…

କେତେଦିନ ତପସ୍ୱିନୀ ଧାରଣାରେ ବସି ରହିବେ, କେତେଦିନ ସୁମିତ ଛୁଟିରେ ରହିବେ: ଏହାର ସମାଧାନର ବାଟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ହାଇଭୋଲଟେଜ୍ କପଲ ଡ୍ରାମା ଜାରି ରହିଛି । ଏହି ପାରିବାରିକ ସମସ୍ୟାର ସମାଧାନର ବାଟ ବାହାରି ପାରୁନାହିଁ । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ତପସ୍ୱିନୀ ଦାଶ ଓ ସୁମିତ ସାହୁ ।…

ପୁଣି ଥରେ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପୁଣି ଥରେ ଭାରତ-ପାକ୍ ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହୋଇ ପାରନ୍ତି । ସମଗ୍ର ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଦୁଇ ପାରମ୍ପରିକ…

୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା, ଏହିଦିନ ଠାରୁ ପର୍ଯ୍ୟଟକଙ୍କୁ ମନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଭଳି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ…

Ashes କବଜା କଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ୯ ଜଣ ଖେଳାଳି ଦୁଇଅଙ୍କ ଟପିପାରିଲେନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆସେସ ସିରିଜକୁ ଅଷ୍ଟ୍ରେଲିଆ ହାତେଇ ନେଇଛି । ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ୧୪ ରନରେ ପରାସ୍ତ ହୋଇଛି । ଖେଳ ଆହୁରି ଦୁଇଦିନ ବାକି ଥିବା ବେଳେ ଇଂଲଣ୍ଡ…

ଆଜିର ଶୁଣାଣି କାହା ସପକ୍ଷରେ ଯିବ, ଦେଖନ୍ତୁ ଏନେଇ କ’ଣ କହୁଛନ୍ତି ତପସ୍ୱିନୀ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦର ଶୁଣାଣି ହେବ । ତେବେ ମାସାଧିକ କାଳ ତପସ୍ୱିନୀ ସୁମିତଙ୍କ ଘର ଆଗରେ ଧାରଣାରେ ବସିଥିବା…

ନିର୍ବାଚନ ଆୟୋଗ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୈଠକ: ନିର୍ବାଚନ ଘୁଞ୍ଚିବା ନେଇ ECI ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସର ମଧ୍ୟଭାଗରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଅପରପକ୍ଷେ ଦେଶରେ…

ବଢ଼ୁଛି ଓମିକ୍ରନ, ଓଡ଼ିଶାରେ ଲାଗୁ ହେବ କି ଲକଡାଉନ୍: ଏନେଇ କ’ଣ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ଦ୍ରୁତଗତିରେ ମାଡ଼ି ଚାଲିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଥିବା ବେଳେ ରାଜ୍ୟରେ ୮ରେ ପହଞ୍ଚିଛି । ପୂର୍ବରୁ ରାଜ୍ୟବାସୀ…

OSSCରେ ବାହାରିଲା ଜୁନିୟର କ୍ଲର୍କ ଚାକିରି, ସମସ୍ତ ଗ୍ରାଜୁଏଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପକ୍ଷରୁ ଚାକିରି ଆଶାୟୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଜୁନିୟର କ୍ଲର୍କ ପଦବୀ ପାଇଁ ଏନେଇ ବିଜ୍ଞପ୍ତି ବାହାରିଛି । ଇଚ୍ଛୁକ…