fbpx

ଏହି ଦେଶରେ ପ୍ରସ୍ତୁତ ହେଉଛି ଏକ ଡୁଆଲ୍ ମୋଡ଼ ବସ୍, ଏହା ସଡ଼କ ପଥ ସହିତ ରେଲ ଟ୍ରାକରେ ମଧ୍ୟ ଦ୍ରୁତଗତିରେ ଦୌଡ଼ିବ

ନୂଆଦିଲ୍ଲୀ: ସାଧାରଣତଃ ରେଳ ରେଳଧାରଣା ଉପରେ ଓ ବସ୍ ସଡ଼କ ପଥରେ ଚାଲିଥାଏ । ସମସ୍ତ ଯାନ ପାଇଁ ପ୍ରାୟତଃ ଅଲଗା ଅଲଗା ମାର୍ଗ ରହିଥାଏ । ତେବେ ଖୁବଶୀଘ୍ର ମାର୍କେଟକୁ ଆସୁଛି ଏକ ଭିନ୍ନ ଧରଣର ବସ୍, ଯାହାକି ସଡ଼କ ପଥ ସହିତ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୩ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

କ୍ରିକେଟ ଜଗତର ଏହି ୫ ଜଣ ଖେଳାଳି ସର୍ବାଧିକ ଥର ରନ୍ ଆଉଟ୍ ହୋଇଛନ୍ତି, ଭାରତର ଦୁଇଜଣ ଭେଟେରାନ୍ ରହିଛନ୍ତି ଲିଷ୍ଟରେ

ନୂଆଦିଲ୍ଲୀ: ବହୁ ପୂରାତନ କାଳରୁ କ୍ରିକେଟ ଜଗତରେ ଅନେକ କୀର୍ତ୍ତିମାନ ସ୍ଥାପିତ ହୋଇ ରହିଛି । ଦିନକୁ ଦିନ ମଧ୍ୟ ନୂଆ ନୂଆ ରେକର୍ଡ ଏହି ତାଲିକାରେ ଯୋଡ଼ି ହେବାରେ ଲାଗିଛି । ତେବେ ଏଭଳି କିଛି ରେକର୍ଡ ବିଷୟରେ ଅଧିକାଂଶ…

ନୂଆ DGP ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଙ୍କୁ ଓଡ଼ିଶା ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏବେ ମୁମ୍ବାଇରେ ଗୁଇନ୍ଦା ବିଭାଗର…

ଆଜି ଜିଲ୍ଲା କୋର୍ଟରେ ହେବ ତପସ୍ୱିନୀ-ସୁମିତଙ୍କ ଶୁଣାଣି: କେଉଁ ଆଡ଼କୁ ଯିବ କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଘଟଣା ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ମାମଲାର ଅନ୍ତ ଘଟୁନାହିଁ । ତେବେ ଆଜି ଏହି ଦମ୍ପତିଙ୍କର ମାମଲାର ରାୟ ଶୁଣାଇବେ କୋର୍ଟ । ତେଣୁ ଏହି…

ଭାରତ ହେବ ବିଶ୍ୱର ତୃତୀୟ ମହାଶକ୍ତି, ଅର୍ଥନୀତିରେ ଫ୍ରାନ୍ସ ଓ ବ୍ରିଟେନକୁ ଅତିକ୍ରମ କରିବ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ନୂଆବର୍ଷ ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ । ଆସନ୍ତା ବର୍ଷ ଭାରତ ଅର୍ଥନୀତିରେ ଫ୍ରାନ୍ସକୁ ଟପିଯିବ ଓ ୨୦୨୩ ବେଳକୁ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଯିବ । ସେହିପରି ୨୦୩୧ ବେଳକୁ…

ଘୁଞ୍ଚିବ କି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଆଜି ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିବେ EC

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ବୃଦ୍ଧି…

ପୋଲିସ ନଥିଲେ ରିକ୍ସାଚାଳକ ବି ତୁମକୁ ଖାତିର୍ କରିନ୍ତାନି: ସିଦ୍ଧୁଙ୍କ ଉପରେ ଏପରି ଗର୍ଜିଲେ DSP, ଦେଖନ୍ତୁ VIDEO

ନୂଆଦିଲ୍ଲୀ: ସର୍ବଦା କିଛି ନା କିଛି ବିବାଦୀୟ ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ନିକଟରେ ଚଣ୍ଡିଗଡ଼ ଡିଏସପି ଦିଲଶେର ଚନ୍ଦେଲ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ…

TikTok ହେଲା ଦୁନିଆର ନମ୍ବରୱାନ୍ କମ୍ପାନୀ: ଲୋକପ୍ରିୟତା ତାଲିକାରେ ପଛରେ ରହିଲେ Google, Facebook ଓ Apple

ନୂଆଦିଲ୍ଲୀ: TikTokକୁ ଭାରତରେ ବ୍ୟାନ୍ କରାଯାଇଥିଲେ ହେଁ ଏହାର ଲୋକପ୍ରିୟତା ଜାରି ରହିଛି । ପପୁଲାରିଟି କ୍ଷେତ୍ରରେ ଏହା ଗୁଗଲ, ଆପ୍ପଲ, ଫେସବୁକ ପରି ବଡ଼ ବଡ଼ କମ୍ପାନୀକୁ ପଛରେ ପକାଇ ଦେଇଛି । ୨୦୨୧ରେ ଟିକଟକ ମୋଷ୍ଟ…

ଓମିକ୍ରନ ସଙ୍କଟ ପାଇଁ ଘୁଞ୍ଚିପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ: ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ମସିହା ଫେବୃଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ…