ଏଣିକି ପେନସନଧାରୀଙ୍କ ବୟସ ୬୫ ଟପିଲେ ୫ ପ୍ରତିଶତ, ୭୦ ଟପିଲେ ୧୦ ପ୍ରତିଶତ ଓ ୭୫ ଟପିଲେ ୧୫ ପ୍ରତିଶତ ବଢ଼ିବ ପେନସନ୍
ନୂଆଦିଲ୍ଲୀ: ପେନସନଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭଲ ଖବର ଆସିଛି । ଏଣିକି ପେନସନଧାରୀଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ଟପିଲେ ସେମାନଙ୍କର ପେସନର ମାତ୍ରା କିଛି ମାତ୍ରାରେ ବୃଦ୍ଧି ହେବ । ପୂର୍ବରୁ ଏନେଇ…