(Video)ପଦାରେ ପଡିଲା ସତ; AIIMS ହସ୍ପିଟାଲର କ୍ୟାଣ୍ଟିନରେ ପନିପରିବାକୁ ଜୋତାରେ ଧୋଉଥିବାର ଦୃଶ୍ୟ ! ଭିଡ଼ିଓ ହେଉଛି ଭାଇରଲ
ନୂଆଦିଲ୍ଲୀ: କରୋନା ସମୟରେ ପରିଷ୍କାର ପରିଚ୍ଛନ୍ନତା ଉପରେ ପରାମର୍ଶ ଦେଉଥିବା AIIMS Raebareli (AIIMs Raebareli) ନିଜେ ରୋଗୀଙ୍କୁ ଜୋତାରେ ଚକଟା ହୋଇଥିବା ଆଳୁ ପନିପରିବା ଖାଇବାକୁ ଦେଉଛନ୍ତି ।ଏଠାରେ ଥିବା…