ନୂଆବର୍ଷରୁ ବଦଳିଯିବ ନିୟମ: ୧୦ହଜାରରୁ ଅଧିକ ଟଙ୍କା ଜମା ଉପରେ ବ୍ୟାଙ୍କ ନେବ ଚାର୍ଜ

ନୂଆଦିଲ୍ଲୀ: କିଛିଦିନ ପରେ ୨୦୨୧ ଶେଷ ହେବ ଓ ୨୦୨୨ ଆରମ୍ଭ ହେବ । ଏହାସହ ଦେଶରେ କିଛି ବଡ ନିୟମର ବି ପରିବର୍ତ୍ତନ ହେବାକୁ ଯାଉଛି । ବିଶେଷ କରି ୨୦୨୨ ଜାନୁଆରି ପହିଲାରୁ ବ୍ୟାଙ୍କର କିଛି ପୁରୁଣା ନିୟମର ପରିବର୍ତ୍ତନ…

ଟ୍ୱିଟ କରି ସାହାଯ୍ୟ ମାଗିଲେ ସର୍ଜିକାଲ ଷ୍ଟ୍ରାଇକ ସହ ଜଡିତ ଜେନେରାଲ ଡିଏସ ହୁଡ୍ଡା, ୩ ଘଣ୍ଟା ଭିତରେ ଫୋନ କଲେ ମୋଦି

ନୂଆଦିଲ୍ଲୀ : ୨୦୧୬ ସର୍ଜିକାଲ ଷ୍ଟ୍ରାଇକରେ ଥିବା ହିରୋମାନଙ୍କ ମଧ୍ୟରୁ ଲେପ୍ଟନାଣ୍ଟ ଜେନେରାଲ ଦିପେନ୍ଦ୍ରର ସିଂ ହୁଡ୍ଡା ଜଣେ । ଗତକାଲି ତାଙ୍କ ଟ୍ୱିଟ ବେଶ ଚର୍ଚ୍ଚାରେ ରହିଥିଲା, ଯେତେବେଳେ ସେ ଟ୍ୱିଟ କରି କହିଲେ…

ଭାରସାମ୍ୟ ହରାଇ ଧାନ ବିଲକୁ ଖସିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲିପାଟଣା (ଭାସ୍କର ନ୍ୟୁଜ୍‌):  ହଂସପାଳ ନିମାପଡ଼ା ରାସ୍ତାରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତା ତଳକୁ ଧାନ ବିଲ ଭିତରକୁ ଖସି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ହଂସପାଳ ନିମାପଡ଼ା ରାସ୍ତା ମଧ୍ୟରେ…

ବାରହା ଶିକାର କରି ଗାଁରେ ବିକ୍ରି କରୁଥିଲେ ମାଂସ, ଚଢ଼ଉ କରି ଜଣକୁ ବାନ୍ଧିଲା ସ୍କ୍ୱାର୍ଡ

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅନ୍ତର୍ଗତ ହଳନ୍ଦଖୋଳା ଗ୍ରାମର କୈଳାସ ପ୍ରଧାନ ବାରହା ଶିକାର କରି ସେହି ମାଂସକୁ ଗ୍ରାମରେ ବିକ୍ରି କରୁଥିବା କୈଣସି ସୂତ୍ରରୁ ବନାଞ୍ଚଳ ଅଧିକାରୀ…

ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ, ଖୁବ୍‌ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇପାରେ ବିଜ୍ଞପ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଇଛି । ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ…

ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା, ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାବାସୀଙ୍କୁ ମିଳିବ ସୁବିଧା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲା…

ଆସନ୍ତା ୩ଦିନ ଯାଏ ହାଡ଼ଭଙ୍ଗା ଶୀତ, ୨ରୁ ୩ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଶୀତରେ ଥରୁଛି ଓଡ଼ିଶା । ପାରଦ ଖସିବା ଜାଡ଼ ବଢ଼ିବ। ଆସନ୍ତା ତିନି ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ କମିବ ।…

ତପସ୍ୱିନୀଙ୍କ ପାଇଁ ପୋଲିସ ସହିତ ମୁହାଁମୁହିଁ ହେଲେ ସାଧାରଣ ଜନତା: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ପୁଣି ଥରେ ଶାଶୁ ଘର ସାମ୍ନାରେ ନିଜର ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଛୁଟି ଜନ ସମର୍ଥନର ସୁଅ । ଡାକ୍ତର ସୁମିତ ସାହୁଙ୍କ ଘର ସାମ୍ନାରେ ଶହ ଶହ ଲୋକ ରୁଣ୍ଡ ହୋଇଥିବା ବେଳେ…

ବାବରଙ୍କ ନାଁରେ ରହିବ ୨୧ମ ଶତାବ୍ଦୀ, ମହାନ ଖେଳାଳି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ବାବର ଆଜମଙ୍କ ନାମରେ ରହିବ। ବାବର…

ପ୍ରତିଶୋଧ ପାଇଁ ୨୫୦ କୁକୁରଙ୍କୁ ହତ୍ୟା: ମହାରାଷ୍ଟ୍ରରୁ ଧରାପଡିଲେ ଦୁଇ ମାଙ୍କଡ

ମୁମ୍ବାଇ: କୁକୁର-ମାଙ୍କଡ ଗ୍ୟାଙ୍ଗୱାରରେ ୨୫୦ କୁକୁରଙ୍କୁ ହତ୍ୟା କରିଥିବା ମାଙ୍କଡକୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି । ନାଗପୁର ବନ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଅପରେସନରେ ଏହି ଦୁଇ ମାଙ୍କଡଙ୍କୁ ଧରାଯାଇଛି ।…