fbpx

ତପସ୍ୱିନୀଙ୍କ ପାଇଁ ପୋଲିସ ସହିତ ମୁହାଁମୁହିଁ ହେଲେ ସାଧାରଣ ଜନତା: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ପୁଣି ଥରେ ଶାଶୁ ଘର ସାମ୍ନାରେ ନିଜର ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଛୁଟି ଜନ ସମର୍ଥନର ସୁଅ । ଡାକ୍ତର ସୁମିତ ସାହୁଙ୍କ ଘର ସାମ୍ନାରେ ଶହ ଶହ ଲୋକ ରୁଣ୍ଡ ହୋଇଥିବା ବେଳେ ଉତ୍ୟକ୍ତ ଲୋକେ ପୋଲିସ ସହିତ ଯୁକ୍ତି ତର୍କ କରିଥିଲେ । ଏପରିକି ଉତ୍ୟକ୍ତ ଲୋକ ଡାକ୍ତର ବାବୁଙ୍କ ଘରର ଇଲେକ୍ଟ୍ରିକ କରେଣ୍ଟ କାଟିବାକୁ ଯାଇଥିଲେ ।

ପୋଲିସ ପକ୍ଷରୁ ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରାଯାଇଥିଲା । ଏହାପରେ କିଛି ମହିଳା ମଧ୍ୟ ଘର କବାଟ ଭାଙ୍ଗିବାକୁ ପ୍ରୟାସ କରାଯାଇଥିଲା । ତେବେ ସମାଜସେବୀ ପ୍ରମିଳା ମାଙ୍କ ଅନୁରୋଧ ପରେ ଲୋକ ପଛକୁ ଫେରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.