fbpx

ସ୍କୁଲ ଭିତରେ ବୁଲିଲେ ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଖଇରପୁଟ (ଭାସ୍କର ନ୍ୟୁଜ୍‌):ସ୍କୁଲ ଭିତରେ ଭାଲୁ ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା…

ସରକାରୀ ରାସନର କଳାବଜାରୀ: ଘରୋଇ ମିଲରେ ପଡିଛି ଶହଶହ କ୍ୱିଣ୍ଟାଲ ସରକାରୀ ଚାଉଳ ଓ ଗହମ, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାଧାରଣ ବଣ୍ଟନ ପାଇଁ ଥିବା ସରକାରୀ ରାସନର କଳାବଜାରୀ ଘଟଣା ସାମ୍ନାକୁ ଆସିଛି । ଘରୋଇ ମିଲରେ ଶହଶହ କ୍ୱିଣ୍ଟାଲ ଚାଉଳ ଓ ଗହମ ପଡି ରହିଥିବା ବେଳେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍…

ଶ୍ରୀମନ୍ଦିରରେ ପବିତ୍ର ଧନୁସଂକ୍ରାନ୍ତି, ଆଜିଠୁ ମାସେ ଯାଏଁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ (ଭାସ୍କର ନ୍ୟୁଜ୍): ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ତ୍ରେୟାଦାଶୀ ତିଥି। ଶ୍ରୀମନ୍ଦିରରେ ପବିତ୍ର ଧନୁସଂକ୍ରାନ୍ତି। ଏହି ତିଥିରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଅନୁଷ୍ଠିତ ହୁଏ । କୋଠଭୋଗ ରୋଷଘରେ…

ଆଜିଠୁ ଭିତରକନିକାରେ ଡଲଫିନ୍‌ ଗଣନା, ୯ଟି ଟିମ୍‌ ୩ ଦିନରେ ଶେଷ କରିବେ ଡଲଫିନ୍‌ ଗଣନା

ରାଜନଗର (ଭାସ୍କର ନ୍ୟୁଜ୍‌): ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ଆରମ୍ଭ ହେବ। ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ…

୨୦୦୦ ପାକିସ୍ତାନୀ ସୈନିକଙ୍କୁ ଧୂଳି ଚଟାଇଲେ ୧୨୦ ଭାରତୀୟ ଯବାନ: ବିଜୟ ଦିବସ ସ୍ମୃତିରେ Battle Of Longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…

ରିଲିଜ୍‌ ପୂର୍ବରୁ ଅଡୁଆରେ ଷ୍ଟାଇଲିଷ୍ଟ ଷ୍ଟାର ଅଲ୍ଲୁ ଅର୍ଜୁଙ୍କ ଫିଲ୍ମ ‘ପୁଷ୍ପା’, ମେକର୍ସଙ୍କ ବିରୋଧରେ ଆସିଲା ଅଭିଯୋଗ

ମୁମ୍ବାଇ (ଭାସ୍କର ନ୍ୟୁଜ୍‌): ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି…

ସବୁ ଦୁର୍ଘଟଣାକୁ ଓଭର ସ୍ପିଡିଂ ସହିତ ଯୋଡି ପାରିବେ ନାହିଁ ବୀମା କମ୍ପାନୀ: ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ଓଭର ସ୍ପିଡିଂ ଏହାର ଏକ ପ୍ରମୁଖ କାରଣ । ତେବେ ସମସ୍ତ ଦୁର୍ଘଟଣାକୁ ଓଭର ସ୍ପିଡିଂ ସହିତ ଯୋଡିହେବ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ…

ବିଶ୍ୱରେ ୭୭ଟି ରାଷ୍ଟ୍ରକୁ ସଂକ୍ରମିତ କଲାଣି ଓମିକ୍ରନ୍: ଆଫ୍ରିକାରେ ୮୩ ପ୍ରତିଶତ ବଢିଛି ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂତନ ଭାରିଆଣ୍ଟ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଦେଶକୁ ସଂକ୍ରମିତ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୭୭ଟି ରାଷ୍ଟ୍ର…

ପାଣି କମ ପିଉଛନ୍ତି କି? ହୋଇପାରେ ଏହି ସବୁ ରୋଗ

ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଆବଶ୍ୟକ ପରିମାଣର ପାଣି ପିଇଲେ କୌଣସି ଶାରୀରିକ ସମସ୍ୟା ଉପୁଜିନଥାଏ । ଉଷୁମ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ। ଦୈନିକ ୭-୮ ଗିଲାସ ପାଣି ନ ପିଇଲେ ଖୁବ ଥକା ଲାଗିଥାଏ ।…

ବର୍ଷ ସରିବା ପୂର୍ବରୁ କରି ନିଅନ୍ତୁ ଏହି କାମ; ନଚେତ ସହିପାରନ୍ତି ଆର୍ଥିକ କ୍ଷତି

ନୂଆଦିଲ୍ଲୀ: ୨୦୨୧ ବର୍ଷ ଶେଷ ହେବାକୁ ଯାଉଛି । ବର୍ଷ ଶେଷ ହେବା ପୂର୍ବରୁ ଆପଣଙ୍କର ରହିଥିବା କିଛି ଆର୍ଥିକ କାମ ଆପଣ ପୁରା କରି ନିଅନ୍ତୁ ନଚେତ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଆସନ୍ତୁ ନଜର ପକାଇବା ୪ଟି…