fbpx
BJD SKY
BJD SKY

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହେଲା ପିକ୍‌ନିକ୍ ବସ୍: ୩୦ ଜଣ ପର୍ଯ୍ୟଟକ ଆହତ, ୧୫ ଗୁରୁତର

ବାଲିଗୁଡ଼ା, (ଭାସ୍କର ନ୍ୟୁଜ୍‌): ଗୁରୁବାର କନ୍ଧମାଳ ଜିଲ୍ଳା କଳିଙ୍ଗା ଘାଟି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୦ ଜଣ…

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ୨୧ ବର୍ଷ ବୟସ ପୂର୍ବରୁ ଝିଅଙ୍କ ବିବାହ ମନା

ନୂଆଦିଲ୍ଲୀ : ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବଦଳିବାକୁ ଯାଉଛି । ୨୧ ବର୍ଷ ବୟସ ପୂର୍ବରୁ ଝିଅମାନେ ବିବାହ କରିପାରିବେ ନାହିଁ । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏହାପରେ ଏହା ସଂସଦର…

ଆଉ ସିବିଏସଇ ପ୍ରଶ୍ନ ପତ୍ରରେ ଆସିବନି ଭୁଲ୍ ପ୍ରଶ୍ନ, ଗଠନ ହେଲା ସ୍ୱତନ୍ତ୍ର କମିଟି

ନୂଆଦିଲ୍ଲୀ : ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ପ୍ରଶ୍ନ ପତ୍ରରେ ବାରମ୍ବାର ତ୍ରୁଟିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ସତର୍କ ହୋଇ ଉଠିଛି । ଭବିଷ୍ୟତରେ ଯେମିତି ଏମିତି ଭୁଲର…

ଦକ୍ଷିଣ ଆଫ୍ରିକା ପହଞ୍ଚିଲା ଭାରତୀୟ ଦଳ, ଫେସ ସିଲ୍ଡରେ ନଜର ଆସିଲେ ବିରାଟ ବାହିନୀ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ଦକ୍ଷିଣ ଆଫ୍ରିକା ପହଞ୍ଚି ଯାଇଛି । ଗୁରୁବାର ଭୋର ସକାଳେ ଭାରତୀୟ ଦଳ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା । ତେବେ ଭାରତୀୟ ଦଳ…

ପେଟ୍ରୋଲ ଶସ୍ତା ପାଇଁ ସରକାରଙ୍କ ନୂତନ ଯୋଜନା, ଇଥାନଲ ଉପରେ ମିଳିବ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ : ପେଟ୍ରୋଲ-ଡିଜେଲର ଆକାଶଛୁଆଁ ଦରବୃଦ୍ଧିରେ ବେହାଲ ଜନତା । ୧୦୦ ତଳକୁ ଖସିବାର ନାଁ ଧରୁନି ପେଟ୍ରୋଲ । ତେବେ ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ପେଟ୍ରୋଲ ଦର ଶସ୍ତା ପାଇଁ ନେଇଛନ୍ତି ଏକ ବଡ ନିଷ୍ପତ୍ତି ।…

ମାଲିକଙ୍କୁ ଝଟକା ! ୧୦ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ହେବ ରଦ୍ଦ, ଜାଣନ୍ତୁ କଣ ରହିଛି ନୂତନ ଆଦେଶ

ନୂଆଦିଲ୍ଲୀ : ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ପଞ୍ଜୀକରଣ ରଦ୍ଦ ହେବାକୁ ଯାଉଛି । ୨୦୨୨ ଜାନୁଆରୀ ୧ ପର୍ଯ୍ୟନ୍ତ ୧୦ ବର୍ଷ ପୂରଣ କରୁଥିବା ଡିଜେଲ୍ ଚାଳିତ ସମସ୍ତ ଯାନର ପଞ୍ଜୀକରଣ ରଦ୍ଦ କରାଯିବ । ଏମିତି ହେବାକୁ…

କଂଗ୍ରେସକୁ କେଜ୍ରିୱାଲଙ୍କ ଟାର୍ଗେଟ୍, କହିଲେ- ଇତିହାସରେ କଂଗ୍ରେସଠୁ ବଡ ଡ୍ରାମେବାଜ୍ ସରକାର ଦେଖି ନାହିଁ

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ ହୋଇଗଲାଣି । ନେତାଙ୍କ…

ଏବେ ଆଉ ରଖି ପାରିବେନି ଦୁଇଟି ଭୋଟ୍ ପରିଚୟ ପତ୍ର, ଆଧାର ସହ ହେବ ଲିଙ୍କ୍

ନୂଆଦିଲ୍ଲୀ : ଗୋଟିଏରୁ ଅଧିକ ଭୋଟର ପରିଚୟ ପତ୍ର ରଖୁଥିବା ଲୋକଙ୍କ ପାଇଁ ଦୁଃଖବର । ସରକର ଏବେ ଏମିତି ଲୋକଙ୍କ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି । କ୍ୟାବିନେଟ୍ ଭୋଟ୍ ପରିଚୟ ପତ୍ରକୁ ଆଧାର ସହ ଲିଙ୍କ୍…

ଓମିକ୍ରନ ଭାଇରସ୍ ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବା ସପକ୍ଷରେ ଅଭିଭାବକ: ସର୍ଭେ

ନୂଆଦିଲ୍ଲୀ : ସେହି ସମୟରେ ହିଁ ସ୍କୁଲ ବନ୍ଦ କରାଯାଉ ଯେତେବେଳେ ତାଙ୍କ ଜିଲ୍ଲା କିମ୍ବା ଆଖପାଖ ଅଞ୍ଚଳର ୨୫ କିଲୋମିଟର ଭିତରେ କରୋନା ଭାଇରସର ନୂତନ ସ୍ୱରୂପ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବ । ଏକ ନୂତନ ସର୍ବେକ୍ଷେଣ…

ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା କରୋନା ଭାଇରସ୍ ? ହାଭାର୍ଡ ବୈଜ୍ଞାନିକଙ୍କ ବଡ ଖୁଲାସା

ନୂଆଦିଲ୍ଲୀ : କରୋନା ଭାଇରସର ଉତ୍ପତ୍ତିରେ ଚୀନର ରହିଛି ସବୁଠୁ ବଡ ହାତ । ଏଥିପାଇଁ ଡ୍ରାଗନ ଲଗାତାର ଉହାନ ଲ୍ୟାବ୍ ଲିକକୁ ଲୁଚାଇବାରେ ଲାଗି ପଡିଛି । ବ୍ରିଟେନ ସାଂସଦଙ୍କୁ ମିଳିଛି ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ…