ଆଜିଠୁ ବଢ଼ିବ ଶୀତ, ଆଗକ ଆହୁରୀ ତଳକୁ ଖସିବ ପାରଦ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ଏହି ଧାରା ଅବ୍ୟାହତ ରହିଲେ ଚଳିତ ମାସ ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ…

Youtuberଙ୍କ ନାମରେ ସାମନ୍ଥାଙ୍କ ମାନହାନି ମୋକଦ୍ଦମା

ନୂଆଦିଲ୍ଳୀ: ସାଉଥ୍ ସୁନ୍ଦରୀ ସାମନ୍ଥା ରଥ୍ ପ୍ରଭୁ ନିଜ ଡିଭୋର୍ସ ପରେ ବେଶ ଚର୍ଚ୍ଚାରେ ରହିଛନ୍ତି । ସାମନ୍ଥା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର ସେ ଏକାଧିକ ୟୁଟ୍ୟୁବରଙ୍କ ନାମରେ…

FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ

ନୂଆଦିଲ୍ଲୀ: ପୁନର୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଅର୍ଥ ହେରଫେର ଓ ଆତଙ୍କୀ ଅର୍ଥ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ୍) ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ…

ସ୍ତ୍ରୀ ଉପରେ ଥିଲା ସନ୍ଦେହ; ନାବାଳିକା ଝିଅର ଗୁପ୍ତାଙ୍ଗ କାଟିଲା ବାପା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନୃଶଂସ ବାପର ପାଗଳାମି । ପତ୍ନୀର ଚରିତ୍ରକୁ ସନ୍ଦେହ କରି ୪ ବର୍ଷ ଝିଅର ଯୌନାଙ୍ଗ କାଟିଲା ନୃଶଂସ ବାପ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧିନ କାଶିମପୁର…

ଓଡ଼ିଶାରୁ ହେବ IPL ଟିମ: କଟକ ଟିମ୍ କିଣିବେ ଜିନ୍ଦଲ!

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ଆଇପିଏଲରେ ସାମିଲ ହେବାକୁ ଯାଉଛି ଓଡିଶାର ଏକ ଦଳ । ବିସିସିଆଇ ପକ୍ଷରୁ ଦୁଇଟି ନୂଆ ଦଳ ସାମିଲ କରିବା ନେଇ ଘୋଷଣା କରାଯାଇଥିବା ବେଳେ…

ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ କଲା ଜନ୍ମକଲା ବାପ

ରାଉରକେଲା (ଓଡ଼ିଶା ଭାସ୍କର):ରାଉରକେଲାରେ ଲଜ୍ଜା । ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ…

ମମିତା ମର୍ଡର କେଶ୍: ସାମ୍ନାକୁ ଆସିଲା ଗୋବିନ୍ଦଙ୍କ ରାସଲୀଳା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଆସିିଛି ନୂଆ ଟ୍ୱିଷ୍ଟ । ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ନିଜର ପରକୀୟା ପ୍ରୀତି ଲୁଚାଇବାକୁ ଯାଇ…

ମଲିକଙ୍କୁ ୱାଙ୍ଖେଡେଙ୍କ ଉତ୍ତର ; ଆଇନ ସହାୟତାରେ ଜବାବ ଦେବି

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କୁ ନିୟମିତ ଭାବରେ ଆକ୍ରମଣ କରି ଚାଲିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ । ଗୁରୁବାର ନୱାବ ମଲିକଙ୍କ ସମସ୍ତ ଅଭିଯୋଗର…

ଏନସିବି ଅଧିକାରୀ ସମୀରଙ୍କୁ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ- ‘ଗୋଟିଏ ବର୍ଷରେ ଚାକିରି ଛଡାଇ ନେବି, ଜେଲ୍ ପଠାଇବି’

ମୁମ୍ବାଇ : ଡ୍ରଗ୍ସ କେସରେ ବଲିଉଡର ବଡ ବଡିଆଙ୍କ ନିଦ ହଜାଇ ଦେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଫିସର ସମୀର ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ । ସମୀରଙ୍କୁ ଜେଲ୍ ପଠାଇବାର ଧମକ ଦେଲେ ମନ୍ତ୍ରୀ…

ହତିଆର ଚୋରାଚାଲାଣ ଅଭିଯୋଗ; ଗିରଫ ହେଲେ ଜାତୀୟ କବାଡି ଖେଳାଳି

ନୂଆଦିଲ୍ଲୀ: ହତିଆର ଚୋରାଚାଲାଣ ଅଭିଯୋଗରେ ଜଣେ ଜାତୀୟ ସ୍ତରର କବାଡି ଖେଳାଳିକୁ ଗିରଫ କରିଛି ପୋଲିସ । ଏହି ଜାତୀୟ ସ୍ତରର ଖେଳାଳିଙ୍କ ସମେତ ୪ ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ । ହରିୟାଣା ସ୍ଥିତ ଶିବପୁରୀରୁ…