ସ୍ୱାମୀର ଥିଲା ଅବୈଧ ସମ୍ପର୍କ: ଗୁଳି ମାରିବା ପରେ ଶବକୁ ଛୋଟ ଛୋଟ ଖଣ୍ଡରେ କାଟିଲା

ନୂଆଦିଲ୍ଳୀ: ଅବୈଧ ସମ୍ପର୍କ ପଡିଲା ମହଙ୍ଗା । ନିଜ ସ୍ୱାମୀର ଅବୈଧ ସମ୍ପର୍କ ବିଷୟରେ ଜାଣିବା ପରେ ରାଗରେ ସ୍ୱାମୀକୁ ଗୁଳି ହତ୍ୟା କରିଛି ଏହି ପତ୍ନୀ । ରାଗ ଏତେ ଥିଲା କି ହତ୍ୟା ପରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା ।…

Ipl ଫାଇନାଲରେ ଜୁଆଖେଳ: ୪ ଗିରଫ,୨୭ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଆଇ.ପି.ଏଲ୍ କ୍ରିକେଟ୍ ସମୟରେ ଅନଲାଇନ୍ ମାଧ୍ୟମରେ ଜୁଆ ବା ବ୍ୟାଂଟି କରୁଥିବା ଚାରି ଜଣ ଦଲାଲଙ୍କୁ ମାଲକାନଗିରି ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୯ ଲକ୍ଷ…

ଦିନକରେ ଆୟ କଲେ ୪୪ ହଜାର କୋଟି: ଜାଣନ୍ତୁ କିଏ ଏହି ଶିଳ୍ପପତି

ନୂଆଦିଲ୍ଲୀ:ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ସିଇଓ ଏଲନ ମସ୍କ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଗୋଟିଏ ଦିନରେ ସେ ୪୫୪୭୧ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଶୁକ୍ରବାର ଟେସଲାର…

HDFC ବ୍ୟାଙ୍କର ଦ୍ୱିତୀୟ କ୍ୱାର୍ଟର ଲାଭ ୮୮୩୪ କୋଟି

ନୂଆଦିଲ୍ଳୀ: ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଏଚଡିଏଫସିର ଦ୍ୱିତୀୟ କ୍ୱାର୍ଟର ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୧ ସେପ୍ଟେମ୍ବର ସୁଦ୍ଧା ପ୍ରକାଶିତ କ୍ୱାର୍ଟରରେ ଏଚଡିଏଫସି ୮୮୩୪.୩୧ କୋଟି ଟଙ୍କାର ଲାଭ ହାସଲ କରିଛି…

୧୦୦ କୋଟି ଡୋଜ ଟିକାକରଣରେ ଦେଶ ପାଳିବ ଉତ୍ସବ: କୈଳାଶ ଖେରଙ୍କ ଗୀତ ଲଞ୍ଚ କଲେ ମାଣ୍ଡବୀୟ-ହରଦୀପ ପୁରୀ

ନୂଆଦିଲ୍ଲୀ: କରୋନା ବିପକ୍ଷ ଲଢେଇରେ ଭାରତ ଏକ ବୃହତ୍ତର ଉପଲବ୍ଧି ହାସଲ କରିବାକୁ ଯାଉଛି । କରୋନା ଟିକାକରଣରେ ଭାରତ ଖୁବ ଶୀଘ୍ର ୧୦୦ କୋଟି ଡୋଜ ଲଗାଇବାକୁ ଯାଉଛି । ଏହି ଉପଲବ୍ଧିକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ…

ବାରିପଦାରେ ଲଜ୍ଜା: ରାସ୍ତାରୁ ଉଠାଇ ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଆଉ ଏକ ଛାତିଥରା ଘଟଣା ଘଟିଯାଇଛି । ଜଣେ ଛାତ୍ରୀଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଛନ୍ତି ୩ ଦୁର୍ବୁର୍ତ୍ତ । ଏଭଳି ଲୋମଟାଙ୍କୁରା ଘଟଣା ବାରିପଦାର…

ଚାକିରି ଛାଡି କରନ୍ତୁ ବ୍ୟବସାୟ; ମାସକୁ ୫ ରୁ ୧୦ ଲକ୍ଷ ଟଙ୍କା ଆୟ

ନୂଆଦିଲ୍ଲୀ: ଚାକିରୀ ଉପରେ ଦେଶ ତଥା ବିଶ୍ୱର ସର୍ବାଧିକ ଲୋକ ନିର୍ଭର କରନ୍ତି । ଏହା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଆୟ ନିର୍ଦ୍ଦିଷ୍ଟ ସମୟରେ ହାତକୁ ଆସିଥାଏ । ତେବେ ଚାକିରି କରୁଥିବା ଲୋକ ନିଜର ପେଶାକୁ ନେଇ ଅସନ୍ତୁଷ୍ଟ…

ମୋବାଇଲ ଫେରାଇଲାନି ବୋଲି…. ଓଠ କାଟିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ମୋବାଇଲ ଆଜିକା ଦିନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ମୋବାଇଲ ବିନା ସବୁ କିଛି ଅଧୁରା ରହୁଥିବା ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଣ୍ଡାରାର ମସାଲରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ…

ଡ୍ରଗ୍ସକୁ ନେଇ ତେଜୁଛି ରାଜନୀତି; ଉଦ୍ଧବ-ଫଡନବିସ ମୁହାଁମୁହିଁ

ନୂଆଦିଲ୍ଲୀ: ଡ୍ରଗ୍ସକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିବାରେ…

ନୂତନ ଅବତାରରେ ଲଞ୍ଚ୍ ହେଲା Nokia 6310, ଆଇକୋନିକ୍ Snake ଗେମ ମଧ୍ୟ ମିଳିବ, ଏତିକି ରହିଛି ଏହାର ଦାମ୍

ନୂଆଦିଲ୍ଲୀ : ଯଦି ଆପଣ ଆଜି ବି ପୁରୁଣା ନୋକିଆ ଫୋନକୁ ମିସ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର । ଫିନିଶ କମ୍ପାନୀ ନୋକିଆ ୬୩୧୦କୁ ନୂତନ ଡିଜାଇନ ସହିତ ପୁଣି ଥରେ ବଜାରକୁ ଛାଡିଛି । ଫୋନ ନିଜର ମଜବୁତ ପାଇଁ…