୩ ଦିନିଆ ପୋଲିସ ରିମାଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର

ନୂଆଦିଲ୍ଳୀ: ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅକୁ ୩ ଦିନିଆ ରିମାଣ୍ଡମରେ ନେଇଛି ଉତ୍ତରପ୍ରଦେଶ ପୋଲିସ । ସୋମବାର ଆଶିଷ ମିଶ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।…

ଶିଖା ପାଣ୍ଡେଙ୍କ “Ball of The Century” ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବଲ୍ ଅଫ୍ ଦ ସେଞ୍ଚୁରୀ ସମସ୍ତ କ୍ରିକେଟ ପ୍ରେମୀଙ୍କର ନିଶ୍ଚୟ ମନେଥିବ । ଅଷ୍ଟ୍ରେଲିୟ ସ୍ପିନ କିମ୍ବଦନ୍ତୀ ସେନ ୱାର୍ଣ୍ଣେ ଇଂଲଣ୍ଡର ମାଇକ ଗ୍ୟାଟିଂଙ୍କୁ ଏହି ବଲ ପକାଇଥିଲେ । ବଲଟି ପ୍ରାୟ ଏକ ଫୁଟ ଟର୍ଣ୍ଣ…

ମୋ ପୁଅକୁ ତା ସାଙ୍ଗ ମାନେ ହତ୍ୟା କରିଛନ୍ତି: ୟୁଟ୍ୟୁବ୍ ଭିଡିଓରେ ଅଭିଯୋଗ ଆଣିଲେ ନବୀନ ଦାସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଖୁଲାସା କରିଛନ୍ତି ନିଜେ ନବୀନ ଦାସ । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା…

ଆଇପିଏଲ ୨୦୨୧: ପ୍ରଥମ ଥର ଷ୍ଟାଡିୟମରେ ଲାଗିଲା ୧୦୦ କ୍ୟାମେରା, ଦର୍ଶକଙ୍କୁ ପ୍ରତି ଏଙ୍ଗଲରୁ ଦେଖିବାକୁ ମିଳିଲା ଚୌକା-ଛକା

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳା ଯାଇଛି । ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…

ଏଲିମିନେଟର ପୂର୍ବରୁ ଆରସିବି ଛାଡିଲେ ଦୁଇ ଖେଳାଳି

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ସୋମବାର ଆଇପିଏଲ ୨୦୨୧ର ଏଲିମିନେଟର ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଆରସିବିର ୱାନିନ୍ଦୁ ହସରଙ୍ଗା ଏବଂ ଦୁଷ୍ମନ୍ତା…

ରାଷ୍ଟ୍ରପତିଙ୍କୁ ବି ମ୍ୟାଚ୍ ଦେଖିବାକୁ ଅନୁମତି ମିଳିଲା ନାହିଁ, ଅଧିକାରୀ କହିଲେ- ପ୍ରଥମେ କରୋନା ଟିକା ଲଗାଇକି ଆସନ୍ତୁ

ନୂଆଦିଲ୍ଲୀ : ବ୍ରାଜିଲରେ କରୋନା ନିୟମ ପାଳନ କରିନଥିବାରୁ ରାଷ୍ଟ୍ରପତିଙ୍କୁ ମଧ୍ୟ କୌଣସି କୋହଳ ମିଳୁନାହିଁ । ଏହାର ଏକ ସଦ୍ୟତମ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ମ୍ୟାଚ୍…

ଆଇପିଏଲ ୨୦୨୧ ଏଲିମିନେଟର: ଆଜି ଆରସିବି-କେକେଆର ମୁକାବିଲା, ଏମିତି ହୋଇପାରେ ଦୁଇ ଦଳ ପ୍ଲେଇଙ୍ଗ XI

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ନକଆଉଟ୍ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇ ସାରିଛି । ସୋମବାର ଏଲିମିନେଟର ମୁକାବିଲା ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ପଏଣ୍ଟ ତାଲିକାର ତୃତୀୟରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ…

ଉତ୍ତରାଖଣ୍ଡରେ ବିଜେପିକୁ ଝଟକା, ବିଧାୟକ ପୁଅ ସହ କଂଗ୍ରେସରେ ସାମିଲ୍ ହେଲେ ମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ବିଜେପିକୁ ଜୋରଦାର ଝଟକା ଦେଲା କଂଗ୍ରେସ । ପରିବହନ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ନିଜ ପୁଅ ତଥା ନୈନିତାଲ ବିଧାୟକ ସଞ୍ଜୀବ ଆର୍ଯ୍ୟଙ୍କ ସହ ସୋମବାର…

ସଙ୍କଟ ସମୟରେ ବରବାଦି, ୯ ଦିନରେ ଜାଳି ଦିଆଗଲା ଅତିରିକ୍ତ ୩୦ କୋଟି କୋଇଲା

ନୂଆଦିଲ୍ଲୀ : ସମଗ୍ର ଦେଶରେ କୋଇଲା ସଙ୍କଟ କାରଣରୁ ବିଜୁଳି ଉତ୍ପାଦନ ପ୍ରଭାବିତ ହେବାରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ପାୱାର ପ୍ଲାଣ୍ଟ ବନ୍ଦ ହେବାର ଦ୍ୱାର ଦେଶରେ ପହଞ୍ଚି ଯାଇଛନ୍ତି । ଦେଶର ଅନେକ…

ଉତ୍ଥାପ୍ପା ଓ ଗାଏକ୍ୱାଡଙ୍କ ଅର୍ଦ୍ଧଶତକ, ଧୋନୀଙ୍କ ଧୂଆଁଧାର ବ୍ୟାଟିଂ; ନବମ Ipl ଫାଇନାଲରେ Super Kings

ନୂଆଦିଲ୍ଲୀ: ଚତୁର୍ଦ୍ଦଶ ସଂସ୍କରଣ ଆଇପିଏଲରେ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଅଧିନାୟକ ମହେନ୍ଦ୍ର ସିଂ ଧୋନଙ୍କ ୬ ବଲ ୧୮ ରନ ଇନିଂସ ବଳରେ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ…