ନିଜକୁ ଫିଟ ରଖିବା ପାଇଁ ପିଉଛନ୍ତି କି ଅତ୍ୟଧିକ ପାଣି? ତେବେ ଜାଣନ୍ତୁ ଏହା କିପରି ହୋଇପାରେ ଆପଣଙ୍କ ପାଇଁ କ୍ଷତିକାର
ନୂଆଦିଲ୍ଲୀ:ଆମେ ପିଲାଦିନରୁ ଆଜି ପର୍ଯ୍ୟନ୍ତ ଶୁଣୁଛୁ ଯେ ଆମେ ଯେତେ ଅଧିକ ପାଣି ପିଇଥାଉ, ସେତେ ସୁସ୍ଥ ରହିବୁ, କିନ୍ତୁ ଅତ୍ୟଧିକ ପାଣି ପିଇବା ଆମ ପାଇଁ କ୍ଷତିକାରକ ହୋଇପାରେ। ପାଣି ପିଇବା ସମସ୍ତଙ୍କ ପାଇଁ…