ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍ ସହ ୪ ଗିରଫ; ପାକିସ୍ତାନୀ ଲିଙ୍କ ସନ୍ଦେହ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ ଧରଣର ଡ୍ରଗ ରାକେଟକୁ ରୋକିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ । ୩୫୪ କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଶହ କୋଟି…

ଜୁଲାଇ ୧୩ରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଗର୍ଭଗୃହର ଯାଞ୍ଚ କରାଯିବ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଶନିବାର ଏହି ସୂଚନା ପ୍ରଦାନ କରାଯାଇଛି । ଶନିବାର ଏଏସଆଇର ୫ ଜଣିଆ ଟିମ୍…

ରଥଯାତ୍ରା ପୂର୍ବରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମୀକ୍ଷା; ମୁତୟନ ହେବେ 65 ପ୍ଲାଟୁନ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର ଗୋଟିଏ ଦିନ ବାକି। ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ରଥଯାତ୍ରା ପାଇଁ ସବୁକିଛି ପ୍ରସ୍ତୁତ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ ହୋଇ ଆଡପମଣ୍ଡପକୁ ବିଜେ କରିବେ…

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନନ୍ତନାଗ: ଜମ୍ମୁ କଶ୍ମୀରରେ ସୁରକ୍ଷା ବଳକୁ ବଡ ସଫଳତା । ଅନନ୍ତନାଗ ଜିଲ୍ଲାରେ ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଜାରି ରହିଥିବା ଏନକାଉଣ୍ଟରରେ ଭାରତୀୟ ଯବାନ ୨ ଆତଙ୍କୀଙ୍କୁ…

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ: ଦେଖନ୍ତୁ ଭାଇରାଲ ଭିଡିଓ

ବେଙ୍ଗାଲୁରୁ: ନିଜର ବିବାଦୀୟ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ତେବେ ଏଥର ନିଜର ଜଣେ ଦଳୀୟ କର୍ମୀଙ୍କୁ ଚାପୁଡା ମାରିଛନ୍ତି ଶିବକୁମାର । କର୍ମୀ ଜଣଙ୍କୁ…

ଏହି ରାଜ୍ୟରେ ଏକ ସପ୍ତାହ ବଢିଲା ଲକଡାଉନ୍: ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା

ଚେନ୍ନାଇ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୪୨ ହଜାରରେ ପହଞ୍ଚିଥିଲେ ମଧ୍ୟ ଲକଡାଉନ ବନ୍ଦ ହେବାର ନାମ ନେଉନାହିଁ । ତାମିଲନାଡୁ ସରକାର ଶନିବାର ଲକଡାଉନକୁ ଏକ ସପ୍ତାହ ବଢାଇ ଦେଇଛନ୍ତି । ଶନିବାର ତାମିଲନାଡୁ…

ବିଦ୍ୟୁତ୍‌ ଆଘାତରେ ଶିଶୁ ଗୁରୁତର ଘଟଣା: ମୁଖ୍ୟ ଶାସନସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭବାନୀପାଟଣା (ଓଡ଼ିଶା ଭାସ୍କର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଦୁର୍ଗାମଣ୍ଡପ ପାଖ ଖେଳ ପଡିଆରେ ଗତ ୨୦୨୦ ଜୁଲାଇ ମାସ ୧୭ ତାରିଖରେ କ୍ରିକେଟ ଖେଳୁଥିବା ସମୟରେ ବଲ ଗୋଟଳଇବାକୁ ଯାଇ ହରି କୁମାରଙ୍କ…

ବାଂଲାଦେଶ ଜୁସ୍‌ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଆହତ

ଢାକା,(ଓଡ଼ିଶା ଭାସ୍କର): ବାଂଲାଦେଶର ଏକ କାରଖାନାରେ ଶୁକ୍ରବାର ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।…

ଅଗଷ୍ଟ ୨ରୁ ରମାଦେବୀ ବିଶ୍ୱବିଦ୍ୟାଳୟ ୟୁଜି ଶେଷ ସେମିଷ୍ଟର୍‌ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ । ଯାହା ୧୧ ତାରିଖରେ ସରିବ । ସେହିପରି ପ୍ରାକ୍ଟିକାଲ୍‌ ପରୀକ୍ଷା…