SP ପାହ୍ୟାକୁ ଉନ୍ନୀତ ହେଲେ ୫ ASP; ଜାଣନ୍ତୁ କେତେ ବଢିବ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳବାର ୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ୫ ଅଧିକାରୀ ରବିନାରାୟଣ ବେହେରା, ଦୁର୍ଗା ପ୍ରସାଦ ତ୍ରିପାଠୀ, ଜ୍ଞାନ ରଞ୍ଜନ ମହାନ୍ତି, ଚିନ୍ନାପା…

୧୦୦ ଟଙ୍କାରୁ କମ ମୂଲ୍ୟରେ ବିଏସଏନଏଲର ଆକର୍ଷଣୀୟ ଅଫର; ଜାଣନ୍ତୁ କଣ ରହିଛି ସୁବିଧା

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ ପକ୍ଷରୁ ୧୦୦ ଟଙ୍କରୁ କମ୍ ମୂଲ୍ୟର ଆକର୍ଷଣୀୟ ରିଚାର୍ଜ ଅଫର ଲଞ୍ଚ କରାଯାଇଛି । ଏହା ସହିତ କମ୍ପାନୀ ପକ୍ଷରୁ ୬୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନର ବୈଧତା ମଧ୍ୟ…

ବିଦ୍ୟାଙ୍କ ନାଁରେ ସେନାର ଫାୟାରିଙ୍ଗ ରେଞ୍ଜ; ଏମିତି ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବଲିଉଡ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନାଁରେ ଏକ ଫାୟାରିଂ ରେଞ୍ଜକୁ ନାମିତ କରିଥିଲା ଭାରତୀୟ ସେନା । ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମାର୍ଗରେ ରହିଥିବା ଶୁଟିଂ…

ଆସନ୍ତା କାଲି କ୍ୟାବିନେଟ୍ ସଂପ୍ରସାରଣ; ଚର୍ଚ୍ଚାରେ ଏହି ସବୁ ନାମ

ନୂଆଦିଲ୍ଳୀ: ଆସନ୍ତଳ କାଲି ସନ୍ଧ୍ୟାରେ ହୋଇପାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ବୁଧବାର…

ନୂଆ ଆଇପିଏଲ ଫ୍ରାଞ୍ଚାଇଜ୍‌ ପାଇଁ ବିସିସିଆଇ ପକ୍ଷରୁ ବ୍ଲୁ ଫ୍ରିଣ୍ଟ ପ୍ରସ୍ତୁତ, ଅଗଷ୍ଟ ମଧ୍ୟ ଭାଗରେ ସରିବ ଟେଣ୍ଡର ଡକ୍ୟୁମେଣ୍ଟ ପ୍ରକିୟା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ସାମିଲ ହେବା ପ୍ରକ୍ରିୟା ଚାଲିଥିବା ବେଳେ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ନକ୍‌ସା ପ୍ରସ୍ତୁତ କରା ଯାଇଛି । ଏଥିରେ ଖେଳାଳି…

ଅନଲାଇନ୍ ଠକେଇ: ରିଚାର୍ଜ ବାହାନାରେ ଲୁଟିନେଲେ ୫୦ ହଜାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅନଲାଇନ ଠକେଇର ଶିକାର ହୋଇଛନ୍ତି ଆଉଜଣେ ବରିଷ୍ଠ ନାଗରିକ । ରିଚାର୍ଜ ବାହାନାରେ ଜନୈକ ବରିଷ୍ଠ ନାଗରିକଙ୍କୁ ୫୦ ହଜାର ଟଙ୍କାର ଚୂନା ଲଗାଇଛନ୍ତି ସାଇବର ଠକ । ସୋର ବାସିନ୍ଦା ପ୍ରଫୁଲ୍ଲ…

ଗୁଗୁଲ୍ ପେରୁ ମିଳିବ ଲୋନ୍; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲ ଟିପରେ ହାତ ପାହାନ୍ତାରେ ମିଳି ପାରିବ ଲୋନ୍ । ଗୁଗୁଲ୍ ପେ ଜରିଆରେ କ୍ଷୁଦ୍ର ବ୍ୟବସାୟୀ ଲୋନ୍ ପାଇଁ ଆବେଦନ କରିପାରିବେ । ଡିଜିଟାଲ…

୧୫ ଲକ୍ଷ ଅତିରିକ୍ତ ଟିକା ଦାବି କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପକ୍ଷରୁ ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟରେ ସୋମବାର ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଥିବା ବେଳେ ସମୁଦାୟ ଟିକାକରଣ…

ଦୃଷ୍ଟିହୀନଙ୍କୁ ଅନଲାଇନ୍ ଶିକ୍ଷା ଦେଉଛନ୍ତି ଟିଫାନୀ ବ୍ରାର

ଥିରୁଅନନ୍ତପୁରମ୍: କେରଳରେ ଜଣେ ଦୃଷ୍ଟିହୀନ ମହିଳା ସାମାଜିକ କର୍ମୀ ଟିଫାନି ବ୍ରାର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ଦୂରତା ଶିଖରରେ ପହଞ୍ଚିଛି । ଏପରିକି…

ଦଲାଇଲାମାଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ରାଜନୈତିକ ଆଶ୍ରୟ ଗ୍ରହଣ କରିଥିବା ବୌଦ୍ଧ ଧର୍ମର ଏହି ଗୁରୁଙ୍କୁ ୮୬ ତମ ଜନ୍ମଦିନ…