Whatsapp ମାଧ୍ୟମରେ କରିପାରିବେ ଇଲେକ୍ଟ୍ରିବିଲ୍ ପେମେଣ୍ଟ, ବାସ ସେଭ କରନ୍ତୁ ଏହି ଟୋଲ୍ ଫ୍ରି ନମ୍ବର ଆଉ ପାଆନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟର ବଢ଼ୁଥିବା ଧାରା ହେତୁ ଅନେକ କମ୍ପାନୀ ସମସ୍ତ ପ୍ରକାରର ବିଲ୍ ପେମେଣ୍ଟ ପାଇଁ ଅନେକ ସୁବିଧା ଯୋଗାଉଛନ୍ତି । ଏହି ପର୍ଯ୍ୟାୟରେ, ମଧ୍ୟପ୍ରଦେଶର ବିଦ୍ୟୁତ୍ ଉପଭୋକ୍ତାମାନେ ବର୍ତ୍ତମାନ…

ଥଣ୍ଡା ପାଣି ପିଉଥିଲେ ସାବଧାନ! ପୁରୁଷଙ୍କ ଫର୍ଟିଲିଟି ଉପରେ ପଡୁଛି ଏହାର ପ୍ରଭାବ, ସବୁଦିନ ପାଇଁ ଭାଙ୍ଗିପାରେ ବାପା ହେବାର ସ୍ୱପ୍ନ

ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନରେ ଅନେକ ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ଏବଂ ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ। କେବଳ ମହିଳା ନୁହଁନ୍ତି ପୁରୁଷମାନେ ମଧ୍ୟ ଫର୍ଟିଲିଟି ହ୍ରାସ ତଥା ଏହା ସହ ଜଡିତ କୌଣସି ରୋଗରୁ…

IITରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ, ହାତଛଡା କରନ୍ତୁ ନାହିଁ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ୬୬ ଟି ଅଣଶିକ୍ଷକ ପଦବୀ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେଇଛି। ଯୋଗ୍ୟ ପ୍ରାର୍ଥୀମାନେ ଅନୁଷ୍ଠାନର ନିଯୁକ୍ତି ପୋର୍ଟାଲରେ ମେ ୧୨ ପର୍ଯ୍ୟନ୍ତ ଫର୍ମ…

ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଆରମ୍ଭ କରିଲା ‘ଅପରେସନ୍ କାଭେରୀ’

ନୂଆଦିଲ୍ଲୀ: ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା 'ଅପରେସନ୍ କାଭେରୀ' ଆରମ୍ଭ ହୋଇଛି। ଯେଉଁଥିରେ ୫୦୦ ଟି ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିଛି। ସୋମବାର…

ଆମେ ଆନ୍ଦୋଳନର ଡାକରା ଦେଇଦେଇଛୁ ….ଏଥର ବିଜେପି ସରକାରକୁ ହଟେଇକି ଦେଖାଇବୁ, ନୀତିଶ କୁମାରଙ୍କୁ ଭେଟିବା ପରେ ମମତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପି ସରକାରଙ୍କୁ ହଟେଇବା ପାଇଁ ଏବେ ବିରୋଧୀ ମାନେ ଏବେ ଏକ ହେବାରେ ଲାଗିଛନ୍ତି। କେବେଳ ଏତିକି ନୁହେଁ କିଭଳି ସେମାନେ ତାଙ୍କୁ ଗାଦିଚ୍ୟୁତ କରିବେ ସେଲାଗି ରଣକୌଶଳ ଆପଣାଉଛନ୍ତି । ତେବେ ଏହି…

ବାତିଲ ହେଲା OSSC ଆକାଉଣ୍ଟାଣ୍ଟ ପରୀକ୍ଷା, ପ୍ରିଲିମ ପରୀକ୍ଷା ପାଇଁ ଖୁବ ଶୀଘ୍ର ପ୍ରକାଶ ପାଇବ ଅନ୍ୟ ତାରିଖ

ଭୁବନେଶ୍ୱର: ପୁନର୍ବାର ହେବ OSSC ଆକାଉଣ୍ଟାଣ୍ଟ ପରୀକ୍ଷା। ପ୍ରଶ୍ନ ପତ୍ରରେ ଥିବା ବ୍ୟାପକ ତ୍ରୁଟି ପରେ ଏହି ପରୀକ୍ଷା ଆଉଥରେ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଥି ପାଇଁ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ମଧ୍ୟ…

ଭୁଲରେ ମଧ୍ୟ ପିଲାମାନଙ୍କୁ ବାସି ରୁଟି କିମ୍ବା ରାତିର ବଳକା ଖାଦ୍ୟ ଦିଅନ୍ତୁ ନାହିଁ , ନଚେତ ନଷ୍ଟ ହେଇପାରେ ତାଙ୍କ

ନୂଆଦିଲ୍ଲୀ: ଅବଶିଷ୍ଟ ଖାଦ୍ୟ ଖାଇବା କିମ୍ବା ବାସି ଖାଦ୍ୟ ଖାଇବା ବିଷୟରେ ଅନେକ ଦିନ ଧରି ଏକ ବିତର୍କ ଚାଲିଛି। କିଛି ମା ତାଙ୍କ ପିଲା ମାନଙ୍କୁ ରାତିର ବଳକା ଖାଦ୍ୟ ଦେଇଦିଅନ୍ତି । ଆଉ ଭାବନ୍ତି ଏହା ଦ୍ୱାରା କିଛି…

କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ:୩ ଶ୍ରମିକଙ୍କ ମୃତ୍ୟୁ, ୩ ଗୁରୁତର

ମହାରାଷ୍ଟ୍ର: ସୋମବାର ମହାରାଷ୍ଟ୍ରର ନାଗପୁରର ହିଙ୍ଗନା ଗ୍ରାମରେ ଅବସ୍ଥିତ କାରଖାନା କାଟାରିଆ ଏଗ୍ରୋ ପିଭି ଲିମିଟେଡରେ ଭୀଷଣ ଅଗ୍ନିକାଣ୍ଡ ହେଇଛି । ଏହି ଦୁର୍ଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ…

(video) ପ୍ରଭୁରାମଙ୍କୁ ଅର୍ପଣ କରାଗଲା ୧୫୫ ଦେଶରୁ ଆସିଥିବା ପବିତ୍ର ନଦୀର ଜଳ, ଐତିହାସିକ ଦୃଶ୍ୟ ଦେଖିଲେ ହେଇ ଯିବ ଆତ୍ମତୃପ୍ତି

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ଅଯୋଧ୍ୟା ରାମ ମନ୍ଦିରରେ ଜଳାଭିଷେକ ପାଇଁ ପୃଥିବୀର ସାତୋଟି ମହାଦେଶରୁ ୧୫୫ ନଦୀରୁ ଅଣାଯିବା ସହ ଜଳ ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଏନଜିଓ 'ଦିଲ୍ଲୀ ଷ୍ଟଡି ଗ୍ରୁପ୍'ର ସଦସ୍ୟମାନେ…

ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ଶିକ୍ଷା, ବିନା ମୂଲ୍ୟରେ ପିଲା ପଢିବେ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ(ଟିସିଆଇଟି) ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ଏମ୍ଓୟୁ ଅନୁସାରେ କଲେଜ ଛାତ୍ରଛାତ୍ରୀଙ୍କ…