(Video)ଚେୟାର ଆଣିବାରେ ବିଳମ୍ବ ପାଇଁ ରାଗରେ କର୍ମଚାରୀଙ୍କୁ ମନ୍ତ୍ରୀ ଫିଙ୍ଗିଲେ ପଥର
ତିରୁଭାଲୁର:ଚେୟାର ଆଣିବାରେ ବିଳମ୍ବ ହେତୁ ତାମିଲନାଡୁର ମନ୍ତ୍ରୀ ଏସଏମ ନସର ତିରୁଭାଲୁରର ଦ୍ରାବିଡ ମୁନ୍ନେଟ୍ର କାଡ଼ଗାମ (ଡିଏମକେ) କର୍ମଚାରୀଙ୍କ ଉପରେ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ…