କ’ଣ କାକୁଡ଼ି ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ? ଯଦି ହଁ, ତେବେ ଏହାକୁ କେଉଁ ସମୟରେ ଖାଇବା ଉଚିତ? ଜାଣନ୍ତୁ…
ଓଡିଶାଭାସ୍କର: ଖରାଦିନେ ପ୍ରଚୁର ପରିମାଣରେ କାକୁଡ଼ି ଖିଆଯାଏ। କାରଣ ଏଥିରେ ବହୁତ ପାଣି ଥାଏ। ଯାହା ଖରାଦିନେ ଶରୀରକୁ ଥଣ୍ଡା ପ୍ରଦାନ କରେ। ତା ସହିତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଏହାକୁ…