ଡିଜିଟାଲ୍ ସେବା କ୍ଷେତ୍ରରେ ରାଜ୍ୟ ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ସମ୍ମାନ
ଡିଜିଟାଲ୍ ସେବା କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଲାଗି ରାଜ୍ୟ ଅବକାରୀ ବିଭାଗକୁ “ଡିଜିଟାଲ୍ ଇଣ୍ଡିଆ ଗୋଲ୍ଡ’ ସମ୍ମାନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶନିବାର ଆୟୋଜିତ ଏକ…