ଦଶମପାସଙ୍କ ପାଇଁ ବଡ଼ ନିଯୁକ୍ତି, ହାତଛଡା କରନ୍ତୁ ନାହିଁ ଏହି ସୁବର୍ଣ୍ଣ ସୁଯୋଗ; ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସୀମା ସୁରକ୍ଷା ବଳ ଦ୍ୱାରା ହେଡ୍ କନଷ୍ଟେବଲ୍ ରେଡିଓ ଅପରେଟର ସମେତ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା…

ବାଜିଲା ସତର୍କଘଣ୍ଟି ! କରୋନା ପାଇଁ ଚାଲି ଯାଉଛି ଲୋକଙ୍କ ଶୁଣିବା ଶକ୍ତି, ରିସର୍ଚ୍ଚରୁ ମିଳିଲା ଏଭଳି ବଡ଼ ସୂଚନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ 10 ହଜାରରୁ ଅଧିକ ମାମଲା ଦେଖାଯାଉଛି। କିନ୍ତୁ ଆଶ୍ବସ୍ତିର କଥା ହେଉଛି କରୋନା ଆଉ ବିଗତ ବର୍ଷ ଭଳି ବିପଦଜନକ ନୁହେଁ । କିନ୍ତୁ ଚିନ୍ତାର…

ଘର ସାମ୍ନାରେ ଥିବା ମସଜିଦର ଲାଉଡସ୍ପିକର ଶବ୍ଦ ପାଇଁ ଶୋଇପାରିଲେ ନାହିଁ ବୃଦ୍ଧ, ବାରମ୍ଵାର ଅଭିଯୋଗ ପରେ ଶେଷରେ ହାଇକୋର୍ଟଙ୍କ ଲୋଡିଲେ ସାହାଯ୍ୟ

ନୂଆଦିଲ୍ଲୀ: ଉଚ୍ଚ ସ୍ୱରରେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣକୁ ନେଇ ଅନେକ ଥର ସ୍ୱର ଉତ୍ତୋଳନ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିୟନ୍ତ୍ରଣ ସମ୍ଭବ ହେଇ ନାହିଁ । ଲାଉଡ଼ସ୍ପିକର ବିବାଦ ପ୍ରଥମ ନୁହେଁ ଏହା…

ପ୍ରଥମେ ସଂସ୍କୃତ ନା ତାମିଲ? ଏଥି ମଧ୍ୟରୁ କେଉଁଟି ଦୁନିଆର ସର୍ବ ପୁରାତନ ଭାଷା? ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ଭଳି ବିଶାଳ ଦେଶରେ ଅନେକ ଭାଷାଭଷୀର ଲୋକେ ବାସ କରନ୍ତି। ଭାରତରେ ବିଶ୍ୱର ସର୍ବ ପୁରାତନ ଭାଷା ସୃଷ୍ଟି ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଉଭୟ ସଂସ୍କୃତ ଏବଂ ତାମିଲ୍ ସର୍ବ ପୁରାତନ ଭାଷା ଭାବରେ…

ମୁମ୍ବାଇ ଇଣ୍ଡିଆନ୍ସ ଆଗରେ 186 ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା, ଆଇପିଏଲରେ ପ୍ରଥମ ଶତକ ହାସଲ କଲେ ଭେଙ୍କଟେଶ ଆୟାର

ମୁମ୍ବାଇ: ଆଜି ସପ୍ତାହନ୍ତରେ ଆଇପିଏଲ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । କୋଲକାତା ପାଇଁ ଭେଙ୍କେଟେସ୍ ଆୟର…

ୟୁଥ ଫର ସେବା ପକ୍ଷରୁ ପକ୍ଷୀ ବଞ୍ଚାଅ ଅଭିଯାନ ଆରମ୍ଭ, ପକ୍ଷୀ ବଞ୍ଚାଇବା ପାଇଁ ଘରେ ଘରେ ଲଗାଇଲେ ମାଟିପାତ୍ର

ଭୁବନେଶ୍ବର: ପରିବେଶ ପ୍ରଦୂଷଣ ତଥା ଗ୍ଲୋବାଲ ୱାର୍ମିଂ ଯୋଗୁଁ ସମଗ୍ର ବିଶ୍ବରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ସମଗ୍ର ରାଜ୍ୟରେ ତାପମାତ୍ରା କେତେକ ସହରରେ ୪୨ ଡିଗ୍ରୀ ଅତିକ୍ରମ କରିଛି। ପ୍ରବଳ…

ଦିଲ୍ଲୀ ଅବକାରୀ ନୀତି ମାମଲା: ସିବିଆଇ କାର୍ଯ୍ୟାଳୟ ବାହାରେ ବିରୋଧ କରୁଥିବା ସମସ୍ତ AAP ନେତାଙ୍କୁ ଅଟକ ରଖିଲା ପୋଲିସ

ନୁଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟୀ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆଜି ସିବିଆଇ ପଚରା ଉଚରା କରୁଛି । ଏହାରି ମଧ୍ୟରେ କେଜ୍ରିୱାଲଙ୍କ ଜେରାକୁ ବିରୋଧ କରି ଆପ୍ ନେତା…

MI vs KKR IPL 2023: ଟସ୍ ଜିତି ମୁମ୍ବାଇର ପ୍ରଥମେ ବୋଲିଂ ନିଷ୍ପତି: ଆଇପିଏଲ୍‌ରେ ପଦାର୍ପଣ କଲେ ଅର୍ଜନ ତେନ୍ଦୁଲକର

ମୁମ୍ବାଇ: ଆଇପିଏଲ୍ ୨୦୨୩ ର ୨୨ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ସହିତ ମୁହାଁମୁହିଁ ହେବେ। କେକେଆର ବିପକ୍ଷରେ ଟସ୍ ଜିତିବା ପରେ ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି…

ସାମ୍ବାଦିକମାନଙ୍କ ପାଇଁ SOPs: ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ତତ୍ତ୍ୱାବଧାନରେ ସାମ୍ବାଦିକମାନଙ୍କ ପାଇଁ ପ୍ରସ୍ତୁତ କରାଯିବ SOPs

ନୁଆଦିଲ୍ଲୀ: ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏସ୍‌ଓପି ଅର୍ଥାତ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ପ୍ରସ୍ତୁତ କରାଯାଉଛି। ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି। ଶନିବାର ଉତ୍ତରପ୍ରଦେଶ…

ପିଲା ଶୁଣିବା ଶକ୍ତି ଛଡେଇ ନେଉଛି ହେଡ଼ଫୋନ, ଆଜି ହିଁ ଏସବୁ ବଦଭ୍ୟାସ ଦୂର କରନ୍ତୁ ନଚେତ ଆଉ ଶୁଣିବାକୁ ସକ୍ଷମ ହେବେ ନାହିଁ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯାହା ମାନବ କାର୍ଯ୍ୟକୁ ସହଜ କରିଥାଏ ତାହା ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ଆଜିକାଲି ଅଧିକାଂଶ ସମୟ ଗ୍ୟାଜେଟ୍ ମଧ୍ୟରେ ବିତୁଛି । ସକାଳେ ଉଠିବା ଠାରୁ…