ଗର୍ଭବତୀ ପରେ ବଢିଯାଇଥିବା ଓଜନ କମାଇବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ
ଗର୍ଭଧାରଣ ସମୟ ମହିଳାମାନଙ୍କ ପାଇଁ ଏକ ନିଆରା ଅନୁଭବ ହୋଇଥାଏ । ୯ ମାସ ସମୟ ମଧ୍ୟରେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଓଜନ ବଢିବା ଭଳି ଏକ ବଡ଼ ସମସ୍ୟା ମଧ୍ୟ ସାମିଲ…