‘ରଙ୍ଗ ଦେ ତୁ ମୋହେ ଗେରୁଆ’ ଗୀତ ପାଇଁ ବାତିଲ ହେଲା ଅରିଜିତଙ୍କ କାର୍ଯ୍ୟକ୍ରମ ! ବିଜେପି କହିଲେ ଏହା ତ ହେବାର ଥିଲା
ନୂଆଦିଲ୍ଲୀ : ଗେରୁଆ ରଙ୍ଗ କୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ । ଯେତେବେଳେ ସମସ୍ତଙ୍କୁ ନିଜ ଇଚ୍ଛା ମୁତାବକ ପିନ୍ଧିବା, ଖାଇବାର ଅଧିକାର ରହିଛି, ଏବେ ରଙ୍ଗକୁ ନେଇ ରାଜନୀତି ଆହୁରୀ ଘନେଇବାରେ ଲାଗିଛି ।…