ଘରେ ପରିବା କଟା ଛୁରୀକୁ ତୀକ୍ଷ୍ଣ କରି ରଖ,କୌଣସି ମୁହୂର୍ତ୍ତରେ ଆବଶ୍ୟକରେ ଆସିପାରେ :ବିଜେପି ସାଂସଦ

ନୂଆଦିଲ୍ଲୀ:ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ବିଷୟରେ ଆଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରଜ୍ଞାସିଂ ଠାକୁର। ମଧ୍ୟପ୍ରଦେଶର ଭୋପାଳର ସାଂସଦ ତାଙ୍କ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି ଯେ ପନିପରିବା କାଟିବା…

ରାଜଧାନୀରେ ବଢ଼ିଲା କ୍ଷୀର ଦାମ ,ମହଙ୍ଗା ହେଲା ମଦର ଡାଏରୀ

ନୂଆଦିଲ୍ଲୀ:ପୂର୍ବରୁ ମହଙ୍ଗା ମାଡରେ କଲବଲ ଜନତାଙ୍କ ଉପରେ ପଡିପାରେ ଆଉ ଏକ ପ୍ରହାର। ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଦୁଗ୍ଧ ଏହାର କ୍ଷୀରର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛି। ମଦର ଡାଏରୀ ଦିଲ୍ଲୀ-ଏନସିଆରକୁ ପ୍ରତିଦିନ ୩୦…

ଶ୍ମଶାନରେ ଥିବା ଅସ୍ଥି ପାଖରୁ ମିଳିଲା ତନ୍ତ୍ର ମନ୍ତ୍ର ଜିନିଷ; ଦୁଇ ଦିନ ପୂର୍ବରୁ ହୋଇଥିଲା ମହିଳାଙ୍କ ଶବ ସତ୍କାର

ନୂଆଦିଲ୍ଲୀ: ହରିୟାଣାର ହିସାର ଜିଲ୍ଲାର ସେକ୍ଟର ୧୬-୧୭ ରେ ଅବସ୍ଥିତ ଏକ ଶ୍ମଶାନରେ ଏପରି କିଛି ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଶ୍ମଶାନରେ ଦୁଇ ଦିନ ପର୍ବରୁ ଶେଷ ରୀତିନୀତି ପରେ ଏକ…

No Mask No Entry: ମାସ୍କ ବାଧ୍ୟତା ମୂଳକ କରିଲେ ସରକାର, ବିନା ମାସ୍କରେ ବାହର ମନା

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି । କୋଭିଡ ବୃଦ୍ଧି ପାଉଥିବାରୁ ଏବଂ ଆଗକୁ ଯେପରି ଏହା ଅଧିକ ବିସ୍ତାର ନହେବ ତାହାକୁ ନେଇ ସରକାର ଏବେ ଠାରୁ କଡା ପଦକ୍ଷେପ ପାଳନ କରିଛନ୍ତି ।…

ବେକରେ ଦେବୀଦେବତାଙ୍କ ଲକେଟ ପକାଉଥିଲେ ସାବଧାନ; ନଚେତ୍ ଜୀବନରେ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଆଜିକାଲି ପୁଅ ଓ ଝିଅ ଫ୍ୟାସନ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିଥାନ୍ତି । ଯେଉଁଥିରେ ମୁଦି, ବ୍ରେସଲେଟ୍, ବଳା, ଚେନ୍ ଓ ଲକେଟ ଆଦି ସାମିଲ ଥାଏ । ତେବେ ହେିସବୁ ଜିନିଷ ବିଭିନ୍ନ ଧାତୁରେ ତିଆରି ହୋଇଥାଏ ।…

ଖାଇବା ସମୟରେ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ , ନଚେତ୍ ହୋଇପାରେ ଏହି ସମସ୍ୟା

ଆମ ଶରୀରକୁ ଖାଦ୍ୟ ଯେତିକି ମାତ୍ରାରେ ଆବଶ୍ୟକ ପାଣି ମଧ୍ୟ ତା ଠାରୁ ଅଧିକ ମାତ୍ରାରେ ଆବଶ୍ୟକ । କାରଣ ।ମ ଶରୀରରେ ୭୦ ପ୍ରତିଶତ ପାଣି ରହିଥାଏ । ଯାହାଫଳରେ ଆମେ ସୁସ୍ଥ ରହିଥାନ୍ତି । ଯଦି ଶରୀରରେ ଜଳୀୟ ଅଂଶ କମ୍ ହୁଏ…

ଚୀନରେ ବଢୁଛି କରୋନା ଭୟ; ୧୦ କୋଟିରୁ ଅଧିକ ଲୋକ ସଂକ୍ରମିତ, ୩ ଟି ଡୋଜ ପରେ ବି ପଡୁନି ପ୍ରଭାବ

ନୂଆଦିଲ୍ଲୀ: ଚୀନରେ ତାଣ୍ଡବ ଳୀଳା ରଚିଛି ମହାମାରୀ କରୋନା । ଫଳରେ ସାରା ଦେଶରେ ହା ହାକାର ଦେଖାଦେଇଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ।…

କୋଭିଡର ନୂଆ ଭାରିଆଣ୍ଟକୁ ନେଇ ବଢୁଛି ଚିନ୍ତା;ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚୀନରେ କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକୁ…

ପ୍ରଖର ବୁଦ୍ଧିର ଅଧିକାରୀ ହୋଇଥାନ୍ତି ଏହିସବୁ ରାଶିର ବ୍ୟକ୍ତି; ଜାଣନ୍ତୁ ଏଥିରେ ଆପଣଙ୍କ ରାଶି ଅଛି କି ସାମିଲ

ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ଯେଉଁଥିରେ ବାସ୍ତୁ ଶାସ୍ତ୍ର, ସ୍ୱପ୍ନ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଆଦି ସାମିଲ ରହିଛି । ତେବେ ଏହି ଶାସ୍ତ୍ର ମଧ୍ୟରେ ଜ୍ୟୋତିଷ ଶାସ୍ତ୍ର ପ୍ରମୁଖ ଅଟେ । କାରଣ ଏହି…

ଆମେରିକାରେ ତୁଷାର ଝଡ; ୩୧ ଜଣଙ୍କ ମୃତ୍ୟୁ, ୨ କୋଟି ଲୋକେ ପ୍ରଭାବିତ

ନୂଆଦିଲ୍ଲୀ: ଆମେରିକାର ବୁଫାଲୋ ଅଞ୍ଚଳରେ ହୋଇଥିବା ତୁଷାର ଝଡରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି । ସେଠାରେ ବର୍ତ୍ତମାନର ତାପମାତ୍ରା -୪୫ ଡିଗ୍ରୀ ଥିବା ବେଳେ ଥଣ୍ଡାରେ ଲୋକଙ୍କର ମୃତ୍ୟୁ ହେଉଛି । ଏଥିସହିତ ଏହି ଝଡ…