ପାକିସ୍ତାନକୁ ମିଳିଲା ଫାଇନାଲ ଟିକେଟ: ନ୍ୟୁଜିଲାଣ୍ଡକୁ ହରାଇ ମାରିଲା ଦମଦାର ଏଣ୍ଟ୍ରି

ସିଡନୀ: ପୁଣିଥରେ ଭାଙ୍ଗିଯାଇଛି ବିଶ୍ୱକପର ସ୍ୱପ୍ନ । ଖୁବ ପାଖରୁ ହରାଇଛି ଟ୍ରଫି ହାତେଇବାର ଏକ ବଡ ସୁଯୋଗ । ଘମାଘୋଟ ଯୁଦ୍ଧ ପରେ ବି ନ୍ୟୁଜିଲାଣ୍ଡର ସାଥ ଦେଲାନି ଭାଗ୍ୟ । ଦଳକୁ ଏବେ ବିଶ୍ୱକପ ସେମି ଫାଇନାଲରୁ ଘରକୁ…

ବେଦାନ୍ତ ଆଲୁମିନିୟମ ପାଳୁଛି ବିଶ୍ୱ ହାତଧୁଆ ଦିବସ: କରୁଛି ସଚେତନ

ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ପାଳିତ ହୋଇଯାଇଛି ବିଶ୍ୱ ହାତଧୁଆ ଦିବସ । ଏହି ଦିବସର ତାତ୍ପର୍ୟ୍ୟ ସଂପର୍କରେ ସଚେତନତାର ବାର୍ତା ପ୍ରସାରିତ କରିଛି ବେଦାନ୍ତ । ଲୋକମାନଙ୍କୁ ଉପଯୁକ୍ତ ଭାବେ…

ଉଚ୍ଚତାରୁ ପଡିବାର ସ୍ୱପ ଦେଇଥାଏ ଏହି ସଂକେତ; ଜାଣନ୍ତୁ ସ୍ୱପ୍ନଶାସ୍ତ୍ରରେ କଣ ରହିଛି ଏହାର ଅର୍ଥ

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ ।…

ମିଚେଲ ଖେଲିଲେ ଦମଦାର ପାଳି: ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍…

ହେତୁବାଦୀଙ୍କୁ ଆକ୍ରମଣ କରିବା ପଡିଲା ମହଙ୍ଗା: ୮ ଜଣ ଗିରଫ

ଭୁବନେଶ୍ୱର: ଗତକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ସାମୂହିକ ଭାବରେ ଚିକେନ୍ ବିରିୟାନୀ ପ୍ରସ୍ତୁତ…

T-20 World Cup ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର; ସୁସ୍ଥ ହେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଦିନ ୧.୩୦ରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ…

୭ ରାଜ୍ୟରେ ଭୂକମ୍ପ ଝଟକା; ୬ ମୃତ, ୫ ଆହତ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ,ବିହାର ସମେତ ଉତ୍ତରାଖଣ୍ଡ , ମଧ୍ୟପ୍ରଦେଶ,…

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନ ଶାସକ ଦଳର ଆସନ ହାତେଇବାର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ…

ଟ୍ୱିଟର ରୁଲ:କେବଳ Blue Tick ନୁହେଁ ସବୁ ବ୍ୟବହାରକାରୀ ଦେବେ ଟଙ୍କା, ରିପୋର୍ଟ ରୁ ସୂଚନା

ନୂଆଦିଲ୍ଲୀ :ଟ୍ୱିଟର ଫିଚରରେ ଅନେକ ପରିବର୍ତ୍ତନ କରାଯାଉଛି। ଏହା ପୂର୍ବରୁ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ଟ୍ୱିଟରରେ ଚାର୍ଜ ଦେବାକୁ ପଡିବ ବୋଲି ଖବର ଆସିଥିଲା। ବର୍ତ୍ତମାନ ଆଉ ଏକ ନୂଆ ଖବର ଆସୁଛି ଯେଉଁଥିରେ…

PM Kisan ଯୋଜନା ପରେ ହିତାଧିକାରୀଙ୍କ ପାଇଁ ଆଉ ଏକ ଖୁସି ଖବର , ସରକାର ପୁଣି ପଠେଇଲେ କୃଷକ ମାନଙ୍କ ଆକାଉଣ୍ଟ ଙ୍କୁ ଟଙ୍କା

ନୂଆଦିଲ୍ଲୀ:ଯଦି ପିଏମ କିସାନ ସାମନ ନିଧିଙ୍କ ଦ୍ୱାଦଶ କିସ୍ତିର ୨୦୦୦ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ହଁ, ଛତିଶଗଡ ସରକାର ଚାଷୀଙ୍କୁ ଆଉ ଏକ ଉପହାର ଦେଇଛନ୍ତି।…