ବିନା ବିବାହରେ ମାଆ ହେଇଥିଲେ ଏହି ଅଭିନେତ୍ରୀ , କହିଲେ ଯାହାକୁ ବିବାହ କରିବାକୁ ଚାହୁଁ ଥିଲି ସେ ….
ମୁମ୍ବାଇ :ନୀନା ଗୁପ୍ତା ପ୍ରକୃତରେ ବଲିଉଡର ଦବାଙ୍ଗ ଅଭିନେତ୍ରୀ। ଲୋକମାନେ କ’ଣ କହିବେ ନୀନା କେବେ ଚିନ୍ତା କରନ୍ତି ନାହିଁ । ସେ ସର୍ବଦା ନିଜ ସର୍ତ୍ତରେ ନିଜ ଜୀବନ ବିତାଉଥିଲେ। ନୀନା ତାଙ୍କ ଜୀବନରେ ଅନେକ ସାହସିକ…