ଆସିଥିଲେ ଚିକିତ୍ସା କରାଇବାକୁ, ପାଲଟିଗଲେ ପରସ୍ପରର ନିଃଶ୍ଵାସ, ମେଣ୍ଟାଲ ହସ୍ପିଟାଲର ଅଦ୍ଭୁତ ପ୍ରେମ କାହାଣୀ
ଚେନ୍ନାଇ: ପ୍ରେମ କେବେ, କେଉଁଠି ଏବଂ କେଉଁ ସମୟରେ କାହା ସହିତ ହୋଇଯିବ ଏହା ବିଷୟରେ କହିବା ବହୁତ ମୁସ୍କିଲ। କିଛି ଏମିତି ମାମଲା ଚେନ୍ନାଇର ୨୨୮ ବର୍ଷ ପୁରାତନ ଇନଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ ହେଲଥ(ଆଇଏମଏଚ)ରେ…