କୋଭିଡ ପଜିଟିଭ ହେଲେ କ୍ରିକେଟର: ବିଶ୍ୱକପରେ ଏହି ଦଳ ପାଇଁ ବଢିଲା ଟେନସନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଅଚାନକ ଏଣ୍ଟ୍ରି କରିଛି କରୋନା ମହାମାରୀ । ଜଣେ ଷ୍ଟାର କ୍ରିକେଟର ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ମିଳିଛି । ଅଷ୍ଟ୍ରେଲିଆର ଷ୍ଟାର ଲେଗ ସ୍ପିନର ଆଡାମ ଜାମ୍ପାଙ୍କ…

ନେଦରଲାଣ୍ଡ ବିପକ୍ଷରେ ଖେଳିବେନି ହାର୍ଦ୍ଦିକ! ଋଷଭ ପନ୍ତ ଏବଂ ଦୀପ ହୁଡ୍ଡାଙ୍କ ମଧ୍ୟରୁ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ପାକିସ୍ତାନକୁ ମାତ ଦେବା ପରେ ନେଦରଲାଣ୍ଡ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ଟି-୨୦ ବିଶ୍ୱକପର ଏହି ମ୍ୟାଚ ପୂର୍ବରୁ ଭାରତୀୟ ଫ୍ୟାନ୍ସମାନଙ୍କ ପାଇଁ ଆସିଛି ଏକ ଆଶ୍ଚର୍ଯ୍ୟକର ଖବର । ଟିମର…

ଆଜି ପର୍ଯ୍ୟନ୍ତ ଲିଭିନାହିଁ ସତୀଙ୍କ ଚିତା: ଜଳି ଜଳି ଜୁଇର କାଠ ଦେଉଛି ସତୀତ୍ୱର ପରିଚୟ

ସତୀ ଦାହ ପ୍ରଥାକୁ ନେଇ ଭାରତରେ ଅତୀତରେ ଅନେକ ତର୍କ ବିତର୍କ ହୋଇଛି । ଏହାକୁ ଇତିହାସର ଏକ କଳଙ୍କିତ ଅଧ୍ୟାୟ ଭାବେ ବିବେଚନା କରାଯାଏ । ତେବେବି ଏହି ସ୍ମୃତିକୁ ବଜାୟ ରଖିବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି । ଗଞ୍ଜାମ…

ଦୀପାବଳିରେ ବାଣ ଫୁଟାଇବାର ପ୍ରଭାବ: ଏହି ରାଜ୍ୟରେ ହୁ ହୁ ହୋଇ ବଢୁଛି ପ୍ରଦୂଷଣ

ଜୟପୁର: ଦୀପାବଳିରେ ଜୋରଦାର ବାଣ ଫୁଟାଇବାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନରେ ଏବେ ଏହି କାରଣରୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଅକ୍ଟୋବର ମାସ ତୁଳନାରେ ୫ ଗୁଣ ବୃଦ୍ଧି ପାଇଛି ।…

ସୁନକ ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ, ଟ୍ରୋଲ ହେଲେ ନେହେରା, କୋହିନୂର ନେଇ ୟୁଜର୍ସଙ୍କ ରହିଛି ଏମିତି ଯୋଜନା

ନୂଆଦିଲ୍ଲୀ: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିଥିବା ସୁନକଙ୍କୁ ନେଇ ଭାରତରେ ଖୁସିର ଲହରି ଖେଳି…

ଫ୍ଲିପକାର୍ଟରୁ ମଗାଇଲେ ଲ୍ୟାପଟପ୍, ହେଲେ ବାହାରିଲା ବଡ ପଥର, ଗ୍ରାହକଙ୍କ ଅକଲ ଗୁଡୁମ

ବେଙ୍ଗାଲୁରୁ: ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଗତ ଦିନରେ ବିଗ୍ ଦିଓ୍ଵାଲୀ ସେଲ୍ ସମାପ୍ତ ହୋଇଛି। ଏଥିରେ ଲକ୍ଷାଧିକ ଗ୍ରାହକ ଖୁବ୍ ସାମଗ୍ରୀ କିଣିଛନ୍ତି। କିନ୍ତୁ ଏହା ମଧ୍ୟରେ ଜଣେ ଗ୍ରାହକ ଠକେଇର ଶିକାର…

ଧମାକାଦାର ବିଜୟ ପରେ ବି ଟିମ୍ ଇଣ୍ଡିଆ ପାଳିଲା ନାହିଁ ଦୀପାବଳି ଉତ୍ସବ, ଏମିତି କଣ କହିଲେ ଦ୍ରାବିଡ-ରୋହିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ରବିବାର ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ବହୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୋମାଞ୍ଚମକର ଭରପୁର ଏହି ମୁକାବିଲା କ୍ରିକେଟ୍ ପ୍ରେମୀଙ୍କ…

ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ, ୮୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍। ଆକ୍ରମଣରେ ଗାୟକ ଏବଂ ସଙ୍ଗୀତଜ୍ଞଙ୍କ ସହିତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। କାଚିନ ଜାତୀୟ ସଂଖ୍ୟାଲଘୁ…

WhatsApp Down: ଠପ ହେଲା ହ୍ୱାଟ୍ସ ଆପ ସେବା

ନୂଆଦିଲ୍ଲୀ: ସାରା ଦେଶରେ ଡାଉନ ହେଲା ହ୍ୱାଟ୍ସ ଆପ । ପ୍ରାୟ କିଛି ଘଣ୍ଟା ହେଲା ୟୁଜର୍ସ ମାନେ ଏହି ଅସୁବିଧା ଭୋଗୁଛନ୍ତି ।ହ୍ୱାଟ୍ସ ଆପ କିଛି ସମୟ ପାଇଁ ଡାଉନ ହେବା ଫଳରେ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।…

Google ରେ ଏହା ସବୁ ସର୍ଚ୍ଚ କରିଲେ ଆପଣଙ୍କୁ ହେଇ ଯିବ ଜେଲ ,ସାବଧାନ ରୁହନ୍ତୁ …

ନୂଆଦିଲ୍ଲୀ : ଗୁଗୁଲ୍ ସର୍ଚ୍ଚ ହେଉଛି ଏକ ପ୍ଲାଟଫର୍ମ, ଯେଉଁଥିପାଇଁ ଆପଣ କିଛି ଜାଣିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ ଫଳାଫଳ ପାଇପାରିବେ, କିନ୍ତୁ ଆପଣ ଜାଣନ୍ତି କି ଗୁଗୁଲ୍ ସର୍ଚ୍ଚରେ କରାଯାଇଥିବା ଆପଣଙ୍କର ଗୋଟିଏ…