ସାମ୍ବାଦିକ ସମ୍ମିଳନୀରେ ନିଜ ଅଭିଯୋଗ କହିଲେ ଥରୁର;କହିଲେ ନିର୍ବାଚନ ଲଢ଼ିବା ପାଇଁ କିଛି ସମାନତା ମିଳିନାହିଁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଏକ ଅଭିଯାନ ଆରମ୍ଭ କରିଛନ୍ତି। ତଥାପି, ସେ ଖରଗେ ଙ୍କ ବିରୋଧରେ କଂଗ୍ରେସରେ ସମାନ ସୁଯୋଗ ପାଇନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଗୁରୁବାର ଦିନ, ଥରୁର…

‘ମୁଁ ଆଉ କିଛି କରିଦେବି…’: ବିସିସିଆଇ ପଦରୁ ହଟିବା ନେଇ ଏମିତି କାହିଁକି କହିଲେ ଦାଦା?

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଛି ନିର୍ବାଚନ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦରେ ଗାଙ୍ଗୁଲିଙ୍କ ଅଧିକାର ରହିଛି । କିନ୍ତୁ ଆଗକୁ ସେ ଏହି ପଦବୀ ହାତଛଡା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।…

ବିଶ୍ଵ ବ୍ୟାଙ୍କ ପରେ ମୋଦୀ ସରକାରଙ୍କ ଏହି ଯୋଜନାରେ ଶତମୁଖ IMF, କହିଲା- ଭାରତଠୁ ଦୁନିଆ ଶିଖନ୍ତୁ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ କ୍ୟାସ୍ ଟ୍ରାନ୍ସଫର ଯୋଜନାର ପ୍ରଶଂସାରେ ଶତମୁଖ ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମଏଫ। ଅନ୍ତର୍ଜାତୀୟ ମୁଦ୍ରା କୋଷ ଭାରତର ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଏବଂ ଅନ୍ୟ ସାମାଜିକ…

ସହିଦ ହୋଇଗଲା ଆର୍ମି କୁକୁର ‘ଜୁମ’: ଆତଙ୍କବାଦୀ ଗୁଳିରେ ହରାଇଲା ପ୍ରାଣ

ନୂଆଦିଲ୍ଲୀ: ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛି ଆର୍ମି କୁକୁର ଜୁମ୍ । ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଆଜି ଦେଶ ପାଇଁ ଦେଇଛି ପ୍ରାଣବଳି । କିଛି ଦିନ ଧରି ଗୁରୁତର ଅବସ୍ଥାରେ ମେଡିକାଲରେ ରହିବା ପରେ ଶେଷରେ ଆଜି…

ଏହି ଦେଶରେ ବ୍ୟାପିଲା କରୋନାର ନୂଆ ଭାରିଆଣ୍ଟ XBB: ଜାଣନ୍ତୁ କେତେ କ୍ଷତିକାରକ

ସିଙ୍ଗାପୁର: ପୁଣି ଥରେ କରୋନା ମହାମାରୀକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଚୀନ ପରେ ସିଙ୍ଗାପୁରରେ ମଧ୍ୟ ଓମିକ୍ରନ୍ ର ନୂଆ ଭାରିଆଣ୍ଟ ଏକ୍ସବିବି ମିଳିଛି । ଯାହାକୁ ନେଇ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି…

ରାହୁଲଙ୍କ ନେତୃତ୍ୱରେ ଦଳକୁ ମିଳିଲା ପରାଜୟ: ଆଗକୁ କ’ଣ ରହିବ ଭବିଷ୍ୟତ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ସମୟରେ ଟିମ ଇଣ୍ଡିଆକୁ ଲାଗିଇ ଝଟକା । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ-ଅପ ମ୍ୟାଚରେ ପରାଜୟର ସାମନା କରିଛି ଭାରତ । ଅଷ୍ଟ୍ରେଲିଆର ଏକ ଜୁନିଅର ଟିମ ଭାରତକୁ ୩୬…

ପାଟଣାଗଡରେ ପାଗଳ କୁକୁର ଆତଙ୍କ: ୩ ବର୍ଷର ଝିଅକୁ କଲା ଶିକାର, ଅନେକ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ମାତିଛି ପାଗଳ କୁକୁର । ଏମାନଙ୍କ ଆତଙ୍କରେ ଏବେ ସାରା ସହର ଭୟଭୀତ ହୋଇପଡିଛି । ଅନେକ ଲୋକଙ୍କୁ କାମୁଡିବା ସହ ଆକ୍ରମଣ କରୁଛନ୍ତି ଏହି ପାଗଳ କୁକୁର । ଆଜି ଏହି ପାଗଳ କୁକୁର ଆକ୍ରମଣର…

ଏଠି ସଧବା ମାନଙ୍କ ପୂଜା ମଧ୍ୟ କରନ୍ତି ବିଧବା , ରଖନ୍ତି ପୂଜା ଆଉ ଚାନ୍ଦକୁ ମାଗନ୍ତି ଏଭଳି କିଛି

ଝୁଁଝୁନ :ଆଜି କରଭା ଚୌଥ ପର୍ବ ସାରା ଦେଶରେ ଧୁମ ଧାମରେ ପାଳନ କରାଯିବ । ଏହି ଦିନ ବିବାହିତ ମହିଳାମାନେ ଦିନସାରା ଉପବାସ ରଖନ୍ତି । ତା’ପରେ ଷୋହଳ ଶୃଙ୍ଗାର କରିବା ପରେ, ରାତିରେ ଚନ୍ଦ୍ର ଦେଖିବେ , ସ୍ୱାମୀଙ୍କ ଦୀର୍ଘ…

Bank of Baroda Recruitment: ଏହି ସବୁ ପଦବୀରେ ରହିଛି ନିଯୁକ୍ତି, ରହିଛି ୩୦୦ ରୁ ଅଧିକ ପୋଷ୍ଟ

ନୂଆଦିଲ୍ଲୀ: ବ୍ୟାଙ୍କ୍ ଅଫ୍ ବରୋଦାରେ ନିଯୁକ୍ତି ପାଇଁ ଭଲ ସୁଯୋଗ । ଜାରି ହୋଇଥିବା ବିଜ୍ଞପ୍ତି ଅନୂଯାୟୀ ବ୍ୟାଙ୍କ ଅଫ୍ ବରୋଦାରେ ସିନିୟର ରିଲେସନସିପ୍ ମ୍ୟାନେଜର, ଗ୍ରୁପ ସେଲ୍ସ ହେଡ ସହ ବିଭିନ୍ନ ପଦରେ ଆବେଦନ ପାଇଁ…

୨୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବାଇଜୁଜ୍ !ଏହାସହ ୧୦ ହଜାର ନୂତନ ଶିକ୍ଷକଙ୍କୁ ଦେଇପାରେ ନିଯୁକ୍ତି

ନୂଆଦିଲ୍ଲୀ : ବିଗତ ଦୁଇବର୍ଷରେ ସହିଥିବା କ୍ଷତି ଭରଣା କରିବାକୁ ଦେଶର ଅଗ୍ରଣୀ ଶିକ୍ଷାପ୍ରଦାନକାରୀ ଷ୍ଟାର୍ଟଅପ୍ କମ୍ପାନୀ ‘ବାଇଜୁଜ୍’ ଆସନ୍ତା ୬ ମାସ ମଧ୍ୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି ।…