Tirupati Temple: ସମ୍ପତି ତାଲିକା ପ୍ରକାଶ କରିଲା ବିଶ୍ୱର ସବୁଠାରୁ ଧନୀ ମନ୍ଦିର ; କେବଳ ବ୍ୟାଙ୍କ ଖାତା ରେ ଅଛି ୧୪୦୦୦ କୋଟି
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ପୂଜା ସ୍ଥାନ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଘୋଷଣା କରିଛି ଯେ ଏହାର ସମଗ୍ର ଦେଶରେ୯୬୦ ସମ୍ପତ୍ତି ରହିଛି, ଯାହାର ମୂଲ୍ୟ ୮୫,୭୦୫ କୋଟି ଅଟେ। ଟାଇମ୍ସ ଅଫ୍…