ଅର୍ଥ ନୁହେଁ ଏହି କାରଣରୁ ଦେଶ ଛାଡି ବିଦେଶ ଯିବାକୁ ପ୍ରସ୍ତୁତ ହେଉଛନ୍ତି ୮୦୦୦ ଧନୀବ୍ୟକ୍ତି:ରିପୋର୍ଟ
ନୂଆଦିଲ୍ଲୀ : ଦେଶର ହଜାର ହଜାର ଧନୀ ବ୍ୟକ୍ତି ବିଭିନ୍ନ କାରଣରୁ ବିଦେଶ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଉଦ୍ୟୋଗୀ, କର୍ପୋରେଟ୍ କାର୍ଯ୍ୟନିର୍ବାହୀ ଏବଂ ନିଯୁକ୍ତ ଅନ୍ତର୍ଭୁକ୍ତ। ଅତୀତରେ ଆସିଥିବା ଏକ ରିପୋର୍ଟରେ…