Cricket Rules ରେ ପରିବର୍ତ୍ତନ କଲା ICC: ଅକ୍ଟୋବର ୧ ରୁ ଲାଗୁ ହେବ ଏହି ସବୁ ନୂଆ ନିୟମ
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୨ ପୂର୍ବରୁ କ୍ରିକେଟ ନିୟମରେ ବଡ ପରିବର୍ତ୍ତନ ଆଣିଛି ଆଇସିସି । ଆସନ୍ତା ଅକ୍ଟୋବର ପହିଲାରୁ ପ୍ରତ୍ୟେକ ମ୍ୟାଚରେ ଲାଗୁ ହେବ ଆଇସିସିର ଏହି ନୂଆ ନିୟମ । ତେବେ ଏହାସହ ଆସନ୍ତା ଟି୨୦…