ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ଲୋକଙ୍କୁ ରହିଛି ଗମ୍ଭୀର ରୋଗର ବିପଦ! ରୁହନ୍ତୁ ସାବଧାନ୍…

ଉଚ୍ଚ ରକ୍ତଚାପ ସମସ୍ୟାକୁ ଅଣଦେଖା କରିବା ଘାତକ ହୋଇପାରେ । ବ୍ଲଡ ପ୍ରେସରକୁ ହାଇପରଟେନ୍ସନ ମଧ୍ୟ କୁହାଯାଏ । କିଛି ମାମଲାରେ ଏହାଯୋଗୁଁ ହାର୍ଟ ଆଟାକ୍, ହାର୍ଟ ଫେଲ୍, ଷ୍ଟ୍ରୋକ୍, ଡିମ୍ନେସିଆର କାରଣ ମଧ୍ୟ ହୋଇପାରେ ।…

ଆପ୍ ର ଜନପ୍ରତିନିଧି ସମ୍ମିଳନୀରେ ପାରିତ ହେଲା ଦୁଇ ସଙ୍କଳ୍ପ ପତ୍ର: ଅପରେସନ ଲୋଟସକୁ ତୀବ୍ର ସମାଲୋଚନା କଲେ ଆପ୍ ସାଂସଦ

ନୂଆଦିଲ୍ଳୀ: ପଞ୍ଜାବରେ ବିଧାୟକଙ୍କୁ କିଣିବା ଅଭିଯୋଗ ମଧ୍ୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆପ୍ ର ରାଷ୍ଟ୍ରୀୟ ଜନପ୍ରତିନିଧି ସମ୍ମିଳନୀରେ ଦୁଇଟି ସଂକଳ୍ପ ପତ୍ର ମଧ୍ୟ ଉପସ୍ଥିତ କରାଯାଇଛି ।…

T20 WC-2022 ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ: ବିସିସିଆଇ ପୋଷ୍ଟ କଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ-୨୦୨୨ ପାଇଁ ନୂଆ ଜର୍ସି ଲଞ୍ଚ କରିଛି ବିସିସିଆଇ । ଚଳିତ ବର୍ଷ ଆଉ ଏକ ନୂଆ ଜର୍ସିରେ ବିଶ୍ୱକପ ଖେଳିବ ରୋହିତ ସେନା । ଏକ ମେଗା ଇଭେଣ୍ଟ ଜରିଆରେ ବିସିସିଆଇ ଏହି ଜର୍ସିର ଫଟୋ ସେୟାର କରିଛି ।…

ମହିଳାଙ୍କ ପେଟରୁ ବାହାରିଲା ୫୫ ବ୍ୟାଟେରୀ: ଚକିତ ହୋଇପଡ଼ିଲେ ଡାକ୍ତର…

ନୂଆଦିଲ୍ଲୀ: ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ବିଭିନ୍ନ ବସ୍ତୁ ବାହାର କରିଥିବା କଥା ଶୁଣିଛନ୍ତି। ଏଭଳି ଅନେକ ସମୟରେ ଖବର ମଧ୍ୟ ଆସିଛି। ଏହାରି ମଧ୍ୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଡାକ୍ତର…

ନାରୀ ପୁରୁଷ ହେବେ ସମଲିଙ୍ଗୀ, ଖାଦ୍ୟରେ ରହିବନି ଆଉ ସ୍ୱାଦ: ଗୋଟି ଗୋଟି କରି ସତ ହେଉଛି ମାଳିକା ବଚନ

ନାରୀ ପୁରୁଷ ହେବେ ସମଲିଙ୍ଗୀ, ପୁଅ ମାରିବ ବାପକୁ ମାଡ ଆଉ ଖାଦ୍ୟରେ ରହିବନି ଆଉ ସ୍ୱାଦ । ଏସବୁ ହେଉଛି ମହାପୁରୁଷଙ୍କର ସେହି ଭବିଷ୍ୟବାଣୀ । ଯାହା ମାଳିକାରେ ଉଲ୍ଲେକ ରହିଛି । ସେ ବି ବହୁବର୍ଷ ପୂର୍ବରୁ । ଆଉ ଏବେ…

ଚୀନରେ ବଡ଼ ଧରଣର ଦୁର୍ଘଟଣା: ଲୁହା ଖଣି ଭିତରେ ପସିଲା ପାଣି, ୧୪ ଶ୍ରମିକ ମୃତ

ଚୀନରେ ଲୁହା ଖଣିରେ ପାଣି ଭରିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୂଯାୟୀ, ତାଙ୍ଗଶାନ ସହରର ସରକାର ଏହାକୁ ନେଇ ଏକ…

ଛିଃ! ଇଏ କି କାମ କଲୁ ତୁ… ଭିଡିଓ ଲିକ୍ ପରେ ଛାତ୍ରୀଙ୍କ ଉପରେ ବର୍ଷିଲେ ହଷ୍ଟେଲ ୱାର୍ଡନ

ନୂଆଦିଲ୍ଲୀ: ନିକଟରେ ମୋହାଲୀର ଏକ କିଛି ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହା ଏକ ପ୍ରାଇଭେଟ ୟୁନିଭର୍ସିଟି ହଷ୍ଟେଲର ବୋଲି ଜାଣିବାକୁ ମିଳିଛି । ଏଠାକାର କିଛି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଏବେ…

ରାଜଧାନୀରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ, ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ !

ଭୁବନେଶ୍ୱର: ରାଜଧାନୀ ତଥା ରାଜ୍ୟର ବିଭିନ୍ନ ସହରରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ ଏବଂ ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ । ଏହି ପରିପ୍ରେକ୍ଷୀରେ କେତେବେଳେ ନିରୀହ ଜନତାଙ୍କ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ଏହି…

ଆର୍ଥିକ ଅସୁବିଧା ଯୋଗୁଁ ଚିନ୍ତିତ ହୁଅନ୍ତୁ ନାହଁ: ବାସ୍ତୁ ଦୋଷ ପାଇଁ ଘରେ କରନ୍ତୁ ଏହି ଉପାୟ

ମଣିଷ ଏକ ଉତ୍ତମ ଜୀବନ ପାଇଁ ଖୁବ୍ ପରିଶ୍ରମ କରିଥାଏ । କିନ୍ତୁ ସମସ୍ତଙ୍କୁ ଭଲ ଦିନ ମିଳିନଥାଏ । ଅନେକ ଲୋକ ଧନୀ ହୋଇ ଆରାମର ଜୀବନ ବିତାଇଥାନ୍ତି ତ’ ପୁଣି କିଛି ଲୋକ ଆର୍ଥିକ ଅସୁବିଧା ଯୋଗୁଁ ଚିନ୍ତିତ ଥା’ନ୍ତି ।…

କୋଟିଆ ଅଞ୍ଚଳରେ ବାଘ ଆତଙ୍କ: ଓଡିଶା ଆନ୍ଧ୍ର ସୀମାନ୍ତରେ ଦିଶୁଛି ଖାଲି ମହାବଳର ପାଦଚିହ୍ନ

କୋରାପୁଟ: ନିଶବ୍ଦ ରାତି ସହ ବଡି ଭୋରୁ ଗାଁରେ ବୁଲୁଛି ମହାବଳ ବାଘ । ରାତି ଅଧିଆ ଗାଁ ଭିତରେ ପଶି ଶିକାର କରିବାରେ ଲାଗିଛି । ଯାହାକୁ ନେଇ ଏବେ ଓଡିଶା-ଆନ୍ଧ୍ର ସୀମାନ୍ତରେ ବଢିବାରେ ଲାଗିଛି ଆତଙ୍କ । ତେବେ ରାତିରେ…