ମାୟନଗରୀ ମୁମ୍ବାଇ ଗସ୍ତରେ ଯିବେ ନବୀନ; ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଦେବେ ଯୋଗ
ଭୁବନେଶ୍ୱର: ମାୟନଗରୀ ମୁମ୍ବାଇ ଗସ୍ତରେ ଯିବେ ନବୀନ। ମୁମ୍ବାଇଠାରେ ଆସନ୍ତା ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବାକୁ ଯାଉଛି। ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଏହାସହ ରାଜ୍ୟ…