NDTVର ଅଧିଗ୍ରହଣରେ ଆଗେଇ ପାରିବନି ଅଦାନୀ ଗ୍ରୁପ: କିଏ ସୃଷ୍ଟି କରୁଛି ବାଧା?

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ଦ୍ୱାରା ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡର ଅଧିଗ୍ରହଣରେ ଏକ ନୂଆ ମୋଡ ଦେଖାଦେଇଛି । ଏନଡି ତରଫରୁ ଅଦାନୀ ଗ୍ରୁପକୁ ଏକ ଚିଠି ହସ୍ତଗତ ହୋଇଛି । ଅଦାନୀ ଗ୍ରୁପକୁ ଏଥିରେ ଲାଗିଛି ଏକ ଶକ୍ତ ଝଟକା…

୫ଟି ଫୋନରେ ଗୋଟିଏ ପ୍ରକାର ମାଲଓୟାର: ୪ ସପ୍ତାହ ପରେ ପେଗାସସ୍ ସାଇବର ବିବାଦର ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ସାଇବର ବିବାଦର ଯାଞ୍ଚରେ ସହଯୋଗ କରୁନି କେନ୍ଦ୍ର । ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତ ଟେକ୍ନିକାଲ ଏବଂ ସୁପରଭିଜନାରୀ କମିଟି ସୂଚନା ଦେଇଛନ୍ତି । ଯାଞ୍ଚ ହୋଇଥିବା ୨୯ଟିରୁ ୫ଟି…

ମୋତେ ଅଶ୍ଳୀଳ ଫିଲ୍ମ କେସରୁ ମୁକ୍ତ କର: କୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ନିବେଦନ

ମୁମ୍ବାଇ: ବିଜନେସ ମ୍ୟାନ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମୁମ୍ବାଇର ମାଜଷ୍ଟ୍ରେଟ କୋର୍ଟକୁ ଏକ ଆବେଦନ ପତ୍ର ଦେଇଛନ୍ତି । ସେହି ଆବେଦନ ପତ୍ରରେ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ…

Ayushman Bharat Scheme: କିନ୍ନର ମାନଙ୍କୁ କେନ୍ଦ୍ରର ଭେଟି,ଏଣିକି ଏହି ଯୋଜନାର ଲାଭଉଠାଇପାରିବେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଟ୍ରାନ୍ସଜେଣ୍ଡରମାନଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେବାକୁ ଘୋଷଣା କରିଛନ୍ତି। ବୁଧବାର ଦିନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA)…

ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ଭରାନଦୀକୁ ଡେଇଁଲେ ବାପା:୨ ଉଦ୍ଧାର ଜଣେ ନିଖୋଜ

ରାୟଗଡା: ରାୟଗଡା ଜିଲ୍ଲା ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଅଘଟଣ । ନଦୀରେ ଗାଧୋଇବା ସମୟରେ ୩ ଛୁଆ ବୁଡିଯାଇଥିଲେ । ତେବେ ଛୁଆଙ୍କୁ ବୁଡିଯାଉଥିବା ଦେଖି ନିଜ ଜୀବନକୁ ବାଜି ଲଗାଇ ଭରା ନଦୀକୁ ଡେଇଁ ପଡିଲେ ବାପା ।…

ଯଦି ଏବେ ନୁହଁ ତ କେବେ ନୁହଁ,୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ ହେବ:ଜୟଦେବ ଜେନା

ଭୁବନେଶ୍ୱର:ବର୍ତ୍ତମାନ ୨୦୨୪ ନିର୍ବାଚନ ପାଇଁ ସବୁ ଦଳ ତାଙ୍କର ଖସଡା ପ୍ରସ୍ତୁତ କରି ସାରିଲେଣି । କିଏ କେଉଁ ଭଳି ଲଢ଼ିବ ତାହାକୁ ନେଇ ମଧ୍ୟ ହୋମୱାର୍କ କରିଲାଣି । କିନ୍ତୁ ଠିକ ଏହି ସମୟରେ କଂଗ୍ରେସର ପୂର୍ବତନ ପିସିସି…

IND vs PAK: ରୋହିତ ଶର୍ମା ବନାମ ବାବର ଆଜମ, ଜାଣନ୍ତୁ କେମିତି ରହିଛି ବ୍ୟାଟିଂ ଏବଂ ଅଧିନାୟକ ରେକର୍ଡ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଯାଉଛି। ତେବେ ସାରା ବିଶ୍ଵର କ୍ରିକେଟ୍ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମୁକାବିଲା ଉପରେ ରହିଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ଅଗଷ୍ଟ ୨୮ରେ ଦୁବାଇ…

ନଡିଆ ବଦଳାଇ ପେରେ ଆପଣଙ୍କ ଭାଗ୍ୟ:ଆପଣାନ୍ତୁ ଏହି ଚମତ୍କାରୀ ଉପାୟ

ହିନ୍ଦୁ ପରମ୍ପରା ଓ ସନାତନ ଧର୍ମ ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଆମେ ବହୁତ ଶୁଭ ବୋଲି ମାନିଥାଉ । ଏଥି ସହିତ ସେହି ଜିନିଷକୁ ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାଉ । ତେବେ ସେହି ଶୁଭ…

‘ଅଗ୍ନିପଥ’ ଉପରେ ରୋକ୍ ଲଗାଇବାକୁ ମନା କଲେ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ ଜବାବ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଅଗ୍ନିପଥକୁ ନେଇ ଶୁଣାଣି କରିଛନ୍ତି। କୋର୍ଟ ଯୋଜନା ଉପରେ ତତ୍କାଳ ରୋକ୍ ଲଗାଇବାକୁ ମନାକ କରିଛନ୍ତି। ଏଥିସହ ଯୋଜନାକୁ…

NSP Benefits:ମାସକୁ ଦରକାର କି ୫୦ ହଜାର ଟଙ୍କା ପେନସନ,ଆପଣାନ୍ତୁ ଏହି ସରକାରୀ ସ୍କିମ…

ଯଦି ଆପଣ ମଧ୍ୟ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ ଅବସର ପରେ ଆର୍ଥିକ ସୁରକ୍ଷା ଚାହୁଁଛନ୍ତି, ତେବେ ସରକାରୀ ଯୋଜନା 'ଜାତୀୟ ପେନ୍ସନ୍ ସ୍କିମ୍' ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଏହି ଯୋଜନା କେବଳ ଆୟକର ସଞ୍ଚୟ…