ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ,

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ମରାମତି ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମିକସକ୍ୟୁରୀ ଶ୍ରୀମନ୍ଦିର ଗସ୍ତ…

IND VS PAK: କିଏ କରିବ ଏସିଆ କପ୍-୨୦୨୨ ଉପରେ କବ୍ଚା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା କ୍ରିକେଟ୍ ମ୍ୟାଚ୍ ସର୍ବଦା ଉତ୍ସାହଜନକ ରହି ଆସିଛି । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହିବା ସହ ଉଭୟ ଦେଶ ପୁଣିଥରେ ଆମ୍ନା ସାମ୍ନା…

ଜାଣନ୍ତୁ ହୃଦଘାତର ଲକ୍ଷଣ,ସମୟ ଥାଉ ଥାଉ ହେଇ ଯାଆନ୍ତୁ ସତର୍କ

ବର୍ତ୍ତମାନ ସମୟରେ ବହୁ ଲୋକ ହୃଦଘାତର ଶୀକାର ହେଉଛନ୍ତି ।ଏହାପଛର କାରଣ ଆପଣ ମାନଙ୍କୁ ମଧ୍ୟ ଜାଣି ରଖିବା ଆବଶ୍ୟକ । କିପରି ଏହି ରୋଗରୁ ରକ୍ଷା ପାଇବେ କିଭଳି ତାହା ମଧ୍ୟ ଜାଣି ରଖିବା ଦରକାର । ହୃଦଘାତ ପଛରେ ଜେନେଟକି…

ଏହି ଦିନ ଭୁଲରେ ଦେଖନ୍ତୁ ନାହିଁ ଚନ୍ଦ୍ର,ସମ୍ମାନହାନୀ ସହ ଲାଗିବ କଳଙ୍କ ଦୋଷ :ଜାଣନ୍ତୁ ଏହାର କାରଣ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପଡିଥାଏ । ଏହି ଦିନ ଗଣେଶ ପୂଜା ସହ କଳଙ୍କ ଚତୁର୍ଥୀ ମଧ୍ୟ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ କଳଙ୍କ ଚତୁର୍ଥୀ ୩୦ ଅଗଷ୍ଟରେ ପଡୁଥିବା ବେଳେ ତା ପରଦିନ…

ବିଜେପି ଛାଡିଲେ ୬ହଜାରରୁ ଅଧିକ ଆଦିବାସୀ ନେତା କହିଲେ …

ତ୍ରିପୁରା:ଦଳ ଛାଡିଲେ ନେତା ଆଉ କହିଲେ ସବକା ସାଥ ସବକା ବିକାଶ କେବଳ ଗୋଟିଏ ମିଛ ପ୍ରତିଶ୍ରୃତି । ଶାସକ ଦଳ ବିଜେପିକୁ ଲାଗିଛି ବଡ ଝଟକା । ଏହା ସହିତ ବିଜେପି ଏବଂ ତାହାର ସହଯୋଗୀ ଦଳ ଆଇପିଏଫଟ ରୁ ପାଖାପାଖି ୬,୫୦୦…

RJD ନେତାଙ୍କ ଘରେ CBI ଆଉ ED ରେଡ

ବିହାର:କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢାଉ କରିଛନ୍ତି। କୁହାଯାଉଛି ଯେ ଚାକିରି ବଦଳରେ ଜମି ସଂପର୍କରେ ସିବିଆଇ ପାଟନାରେ ଆରଜେଡି ବିଧାୟକ ସୁନୀଲ ସିଂଙ୍କ ଘରେ ଚଢାଉ କରିଛି।…

ଏଲୋପାଥି ଏବଂ ଡାକ୍ତରଙ୍କ ଉପରେ ସମାଲୋଚନା ଯୋଗୁ ବଢ଼ିଲା ଆଡୁଆ: ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଏଲୋପାଥି ଏବଂ ଡାକ୍ତରଙ୍କ ଉପରେ ସମାଲୋଚନା ହେତୁ ଯୋଗ ଗୁରୁ ବାବା ରାମଦେବଙ୍କ ଅସୁବିଧା ବଢିବାରେ ଲାଗିଛି । ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାରେ ରାମଦେବଙ୍କୁ ପ୍ରଶ୍ନ କରିଛନ୍ତି । ତାଙ୍କୁ ମଧ୍ୟ…

ମହାମାରୀ କବଳରେ ବିଗ୍ ବି: ଟ୍ୱିଟ୍ କରି କହିଲେ…

ମୁମ୍ବାଇ: ବଲିଉଡର ମହାନାୟକ ଅମିତାବ ବଚ୍ଚନ ପୁଣି ଥରେ ମହାମାରୀର ଶିକାର ହୋଇଛନ୍ତି । ଯାହାର ସୂଚନା ସେ ନିଜେ ଟ୍ୱିଟ୍ କରି ସମସ୍ତଙ୍କୁ କହିଛନ୍ତି । ତେବେ ଅମିତାବ ବଚ୍ଚନ ସୋନି ଟିଭିରେ ପ୍ରସାରିତ ରିଆଲିଟି ଶୋ 'କୌନ…

୭୮ ବର୍ଷ ପରେ ବିଗିଡ଼ି ଯିବକି ପ୍ରକୃତିର ନିୟମ, ପୃଥିବୀରେ ରାତି ହେବ ନାହିଁ : ସତ ହେବ କି ବାବା ଭେଙ୍ଗା ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୧୧୧ ବର୍ଷ ପୂର୍ବେ ବୁଲଗେରିଆରେ ଜନ୍ମ ହୋଇଥିବା ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଛି । ୧୨ ବର୍ଷ ବୟସରେ ସେ ଏକ…

ମସ୍ତିପୁଟରେ ଥମୁନି ଝାଡାବାନ୍ତି : ୫ ଗୁରୁତରଙ୍କ ଚାଲିଛି ଚିକିତ୍ସା,ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ସଦର ବ୍ଲକର ମସ୍ତିପୁଟ ଗ୍ରାମରେ ଝାଡାବାନ୍ତି ଥମିବାର ନାଁ ନେଉନି । ଗ୍ରାମର ୧୯ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୫ଜଣ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରାପୁଟ…