(video) ଟ୍ରେନର ଲମ୍ବା ୩ କିଲୋମିଟର! ଭିଡିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା
ଭାରତରେ ଏବେ ଭିତ୍ତିଭୂମିକୁ ନେଇ ଚାଲିଛି ଜୋରଦାର କାର୍ଯ୍ୟକ୍ରମ । ଏହି ଅବସରରେ ସ୍ୱତନ୍ତ୍ରତା ଦିବସରେ ସାଢେ ୩ କି.ମି ଲମ୍ବା ବିଶିଷ୍ଟ ମାଲଗାଡି ‘ସୁପର ବାସୁକୀ’ର ଟେଷ୍ଟ ରନ କରାଯାଇଛି । ଛତିଶଗଡର କୋରବା ଏବଂ…