ପେଟ୍ରୋଲରେ ପାଣି ! ପେଟ୍ରୋଲ ପମ୍ପରେ ଆଗରେ ଗ୍ରାହକଙ୍କ ଉତ୍ତେଜନା, ସ୍ପଷ୍ଟୀକରଣ ନ ଦେଇ ଲୁଚିଲେ ମ୍ୟାନେଜର

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌) : ପେଟ୍ରୋଲରେ ମିଶିଛି ପାଣି । ଗାଡ଼ିରେ ପକାଇ ଗ୍ରାହକ ହେଲେ ହଟହଟା । ଗଂଜାମ ଜିଲ୍ଲା ବେଲଗୁଣ୍ଠା  ବ୍ଳକ୍‌ର ଗାଙ୍ଗପୁର ପେଟ୍ରୋଲ ପମ୍ପ ରେ ଏଭଳି ପାଣି ମିଶାଇ ପେଟ୍ରୋଲ ଦିଆଯାଉଥିବା…

ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପ୍ରେମିକ, ପ୍ରେମିକାକୁ ବିଷ ପିଆଇ ରାସ୍ତାରୁ ହଟାଇଦେବାକୁ କଲା ଉଦ୍ୟମ

ଡେଲାଙ୍ଗ, (ଭାସ୍କର ନ୍ୟୁଜ୍‌): ପ୍ରଥମେ ପ୍ରେମ, ତା'ପରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଶେଷରେ ଧୋକା ଦେଇଥିଲା । ବିବାହ କରିବାକୁ ଯୁବତୀ ଜିଦ୍ କରିବାରୁ ବଳପୂର୍ବକ ବିଷ ପିଆଇ ଜୀବନରେ ମାରିଦେବା ଭଳି ଏକ ସାଙ୍ଘାତିକ…

ବୁଧବାରଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକିୟା, ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୦ ତାରିଖ ଅର୍ଥାତ୍ ବୁଧବାରଠୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନପତ୍ର ଗ୍ରହଣ କରାଯିବ । ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏ ନେଇ ସୂଚନା…

ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସନ ହେବ ବର୍ଷ ପ୍ରଥମ ବନ୍ୟାଜଳ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) : ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ଣ ୧୧ଟାରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ସପ୍ତମ ଗେଟ୍ ଖୋଲାଯିବ ପରବର୍ତ୍ତୀ ସମୟରେ  ୫ଟି ଗେଟ୍‌ ଖୋଲାଯିବ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର, ୧୨ ଅଗଷ୍ଟ ଯାଏଁ ଚାଲିବ ଅଧିବେଶନ

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲୁ ରହିବ । ଚଳିତ ଅଧିବେଶନରେ ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର । ଅଧିବେଶନ ସମୟରେ କ୍ୟାଣ୍ଟନମେଣ୍ଟ…

ରାଷ୍ଟ୍ରପତି ନିର୍ବାଚନ: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସବୁ ବିଧାନସଭା, ସଂସଦରେ ହେବ ମତଦାନ, ୨୧ରେ ଗଣତି ଓ ଫଳ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍‌ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂସଦ ସମେତ ସବୁ ବିଧାନସଭାରେ ଏଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ଋଷଭ ପନ୍ତଙ୍କ ବିଜୟୀ ଶତକ, ବିଶ୍ୱ ଚାମ୍ପିୟନ ଇଂଲଣ୍ଡଙ୍କୁ ପରାସ୍ତ କଲା ଭାରତ, ୨-୧ ରେ ସିରିଜ୍ କବ୍ଜା

ନୂଆଦିଲ୍ଲୀ: ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ଧୂଳି ଚଟାଇଲା ଭାରତ । ଦିନିକିଆ ସିରିଜ୍ ଉପରେ ବି କଲା କବ୍ଜା । ଟେଷ୍ଟ ସିରିଜ୍ ଡ୍ର କରିବା ପରେ ଦମଦାର କମ୍ବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ମାଟିରେ ହିଁ ଇଂଲଣ୍ଡକୁ…

ଏହି ୫ ରାଶିର ବ୍ୟକ୍ତି ନିଶ୍ଚୟ ହୋଇଥାନ୍ତି ଧନବାନ୍, ମା’ ଲକ୍ଷ୍ମୀଙ୍କର ମଧ୍ୟ ରହିଥାଏ କୃପା

କିଛି ଲୋକଙ୍କ ଜୀବନରେ ବହୁତ କଷ୍ଟ ଆସିଥାଏ, ଖାସ୍ କରି ଗରିବ ପରିବାରରେ ଜନ୍ମ ହୋଇଥିଲେ, କିନ୍ତୁ ଦିନେ ଏପରି ସମୟ ଆସିଥାଏ ଯେତେବେଳେ ସେ ମଧ୍ୟ ଧନୀ ହୋଇଥାନ୍ତି ।ସେମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାରେ…

ବ୍ୟକ୍ତିଙ୍କୁ ମିଳିଲା ଦୁର୍ଲଭ ମାଛ, ଗୋଟିଏ ଭୁଲ୍ ଯୋଗୁଁ ହରାଇଲେ ଲକ୍ଷାଧିକ

ସମୟ ଖରାପ ଥିଲେ ଆପଣ ନିଷ୍ପତ୍ତି ବି ଭୁଲ୍ ନେଇଥାନ୍ତି । ଏଭଳି ଜଣେ ବ୍ୟକ୍ତି ଏମିତି କରିଛନ୍ତି । ନିଜ ହାତକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ପାଇବାର ସୁଯୋଗ ହରାଇଛନ୍ତି । ପ୍ରକୃତରେ ମାଛ ଧରୁଥିବା ସମୟରେ ଜଣେ ବ୍ୟକ୍ତି…

ଜୀନ୍ସ ପିନ୍ଧିବାକୁ ମନା କରିବାରୁ ଛୁରୀ ଭୁସିଦେଲା ସ୍ତ୍ରୀ, ଚାଲିଗଲା ସ୍ୱାମୀର ଜୀବନ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସ୍ୱାଭାବିକ କଥା । କିନ୍ତୁ ବେଳେବେଳେ ଏହି ଝଗଡ଼ା ଉଗ୍ର ରୂପ ନେଇଯାଇଥାଏ । ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ…