(Video) ଧୁମ୍ ଫିଲ୍ମ ଷ୍ଟାଇଲରେ ସ୍କୁଲରୁ ଚୋରି, ଧରିବାକୁ କଲେ ଚାଲେଞ୍ଜ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣ ପରଦାରେ ଧୁମ୍ ଫିଲ୍ମ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ଚୋର ଚରିତ୍ରରେ ଅଭିନୟ କରୁଥିବା କଳାକାର କିଭଳି ଭାବରେ ଚୋରି କରୁଛନ୍ତି, ଆଉ ପୁଣି ପୋଲିସକୁ ମଧ୍ୟ ଚାଲେଞ୍ଜ ମଧ୍ୟ କରୁଛନ୍ତି ।…

ନବଜାତ ଶିଶୁର ଶବକୁ ଧରି ଥାନାରେ ପହଞ୍ଚିଲା ବାପା, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ନବଜାତ ଝିଅର ମୃତ ଶରୀରକୁ ଧରି ଏସପିଙ୍କ ନିକଟରେ ପହଞ୍ଚିଲା ଜଣେ ବାପା । ଆଉ ପୋଲିସ ତାଙ୍କ ମାମଲା ରୁଜୁ କରୁନଥିବା ନେଇ କରିଥିଲେ ଅଭିଯୋଗ । ବ୍ୟକ୍ତି ଜଣକ ହେଉଛନ୍ତି ଆଗ୍ରାର ଧନୀରାମ । ଧନୀରାମ ନିଜ…

Gmail ୟୁଜର୍ସ ସାବଧାନ, ଫେକ୍ ମେଲ୍ ଦ୍ୱାରା ହୋଇପାରେ ଫେସବୁକ୍ ହ୍ୟାକ୍, ଏମିତି ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଜିମେଲ୍ ଏବଂ ହଟମେଲ ୟୁଜର୍ସ ସାବଧାନ ହୋଇଯାଆନ୍ତୁ । କାରଣ ବର୍ତ୍ତମାନ ୟୁଜର୍ସଙ୍କୁ ଏକ ଫେକ୍ ଇମେଲ ଫେସବୁକ୍ ସପୋର୍ଟ ଟିମ୍ ନାଁରେ ପଠାଯାଉଛି । ଏହି ଇମେଲ ଦ୍ୱାରା ୟୁଜର୍ସଙ୍କୁ ଟାର୍ଗେଟ କରାଯାଇ ତାଙ୍କ…

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅମିତ୍ ଶାହାଙ୍କ ଉଦବୋଧନ, କହିଲେ ବିଜେପି ରହିବ ୪୦ ବର୍ଷ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ହ୍ରାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ଆସନ୍ତା ୩୦-୪୦ ବର୍ଷ ପର୍ଯ୍ୟନ୍ତ ସମୟ ବିଜେପିର ରହିବ ଏବଂ ଏହି…

ଚଳନ୍ତା ଟ୍ରେନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା: ବିହାର ମୋତିହାରୀରେ ରବିବାର ଏକ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ହିଁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଟ୍ରେନରେ ଅନେକ ଯାତ୍ରୀ ରହିଥିଲେ ।…

ଏଭଳି ଆତ୍ମବିଶ୍ୱାସକୁ ସଲାମ୍, ଦୁଇ ହାତ ହରାଇଥିଲେବି ଗୋଡ଼ରେ ଦେଲେ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛିବି କରିବା ଅସମ୍ଭବ । ଆଉ ଏହି କଥା ପ୍ରମାଣ କରିଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର । ପିଲାଦିନେ ନିଜର ଦୁଇ ହାତ ହରାଇଥିଲେ ବି ଆତ୍ମବିଶ୍ୱାସ ଆଉ…

ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର, ଦେଖନ୍ତୁ ଲିଷ୍ଟ…

ଭୁବେନଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ବିଧାନସଭାରେ ବିରୋଧୀ ଉଠାଇବେ ପ୍ରସଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ବିରୋଧୀ କଲେଜରେ ରାଗିଂ ପ୍ରସଙ୍ଗକୁ…

କପିଲଙ୍କ ନାଁରେ ମାମଲା ରୁଜୁ: ବଡ ଅଡୁଆରେ ଫସି ପାରନ୍ତି କମେଡି କିଙ୍ଗ

ମୁମ୍ବାଇ: ଅଡୁଆରେ ପଡିପାରନ୍ତି ବଲିଉଡର କମେଡି କିଙ୍ଗ କପିଲ ଶର୍ମା । ନିଆରା ଷ୍ଟାଇଲରେ ଦର୍ଶକଙ୍କୁ ହସାଉଥିବା କମେଡି ବାଦଶାହ କପିଲ ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । କମେଡି ଜଗତର ଏହି ଷ୍ଟାର ଅଭିନେତାଙ୍କ ନାଁରେ ଏକ…

ପୋଲିସ ହାତରେ ବ୍ରାଉନ ସୁଗାରର କିଙ୍ଗ ପିନ: ଜବତ ହେଲା ବ୍ରାଉନ ସୁଗାର

ବାଲେଶ୍ୱର: ଏବେ ନିଶା କବଳରେ ଫସିଯାଉଛନ୍ତି ରାଜ୍ୟର ଅନେକ ଯୁବପୀଢୀ । ବିଶେଷ କରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏହି ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ବ୍ରାଉନସୁଗାର ବେପାରୀଙ୍କ ଆତଙ୍କ ଦେଖିବାକୁ…