ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ପୂର୍ବରୁ କେଁ, ଯଶଓ୍ଵନ୍ତ ସିହ୍ନାଙ୍କ ପ୍ରାର୍ଥୀତ୍ଵକୁ ନେଇ ଅସନ୍ତୁଷ୍ଟ ବିରୋଧୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବହୁ ବିଚାର ବିମର୍ଶ ପରେ ଶେଷରେ ଯଶଓ୍ଵନ୍ତ ସିହ୍ନାଙ୍କ ଉପରେ ମୋହର ମାରିଥିଲେ ବିରୋଧୀ ଦଳ। ଦୀର୍ଘ ସମୟ ବୈଠକ ପରେ ସର୍ବସମ୍ମତିକ୍ରମେ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ…