୨୦ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ଗହମ ଉତ୍ପାଦନ, କ’ଣ ହେବ ଏହାର ପ୍ରଭାବ?

ନୂଆଦିଲ୍ଲୀ: ଭାରତରେ ଗହମ ଉତ୍ପାଦନର ସରକାରୀ ତଥ୍ୟ ଜାରି ହୋଇଛି । ଭୀଷଣ ଗରମ କାରଣରୁ ଭାରତରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ସବୁଠୁ କମ୍ ଗହମ ଉତ୍ପାଦନ ହେଇଛି । ଗହମର ସର୍ବାଧିକ ଉତ୍ପାଦନ ପଞ୍ଜାବ, ହରିୟାଣା ଏବଂ…

ମହଙ୍ଗା ପଡ଼ିଲା ୭୦ ବର୍ଷରେ ବିବାହ ସ୍ୱପ୍ନ, ହନିଟ୍ରାପରେ ହରାଇଲେ ୧ କୋଟି ୮୦ ଲକ୍ଷ

ଲକ୍ଷ୍ନୌରେ ଜଣେ ହାର୍ଟ ଡାକ୍ତରଙ୍କୁ ଦ୍ୱିତୀୟ ବିବାହ କରିବା ସ୍ୱପ୍ନ ମହଙ୍ଗା ପଡ଼ିଛି । ବିବାହ ତ’ କରିପାରିଲେନି ତା’ ଉପରେ ପୁଣି ହରାଇବାକୁ ପଡ଼ିଲା ମୋଟା ଅଙ୍କର ଟଙ୍କା । ଲକ୍ଷେ କି’ ଦୁଇ ଲକ୍ଷ ନୁହେଁ ପୂରା ୧ କୋଟି…

ପୋଖରୀରେ ଫସି ରହିଥିବା ହାତୀର ମୃତ୍ୟୁ: ୫ ଦିନ ଧରି ଥିଲା ଅସୁସ୍ଥ

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ରହିଥିବା ଏକ ହାତୀର ଉଦ୍ଧାର ସମୟରେ ମୃତ୍ୟୁ ଘଟିଛି । ସୂଚନା ଅନୂଯାୟୀ, ବହୁଦିନ ଧରି ଅସୁସ୍ଥ ଥିବା ହାତୀଟି ଗତ ଗୁରୁବାର ରାତିରେ ପାଣି ପିଇବାକୁ ଯାଇ ପୋଖରୀରେ…

ନା ସେ ଅଧିନାୟକ ଅଛନ୍ତି ନା ସେ କୋଚ୍ ! ୭ ଖେଳାଳି ଫାଇନାଲ ଟେଷ୍ଟରୁ ବାଦ୍, ଇଂଲଣ୍ଡରେ ରୋହିତଙ୍କ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ୧ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ମାତ୍ର ଟେଷ୍ଟ ମ୍ୟାଚ୍। ଏହି ଟେଷ୍ଟ ୨୦୨୧ ସିରିଜରେ ଅଧୁରା ରହି ଯାଇଥିଲା। ଭାରତୀୟ ଦଳ ଶିବିରରେ କରୋନା ବିସ୍ଫୋରଣ ପରେ ଶେଷ ମୁକାବିଲାକୁ ସ୍ଥଗିତ…

ଏମ ଭେଙ୍କେୟା ନାଇଡୁ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ? ଉପ ରାଷ୍ଟ୍ରପତିଙ୍କ ଭେଟିଲେ ଶାହ-ନଡା-ରାଜନାଥ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ କାହାକୁ କରାଯିବ ପ୍ରାର୍ଥୀ ? ଏହାକୁ ନେଇ ମାନସ ମନ୍ଥନ ଚଲାଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ ଦଳ। ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ…

ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରସ୍ତୁତିରେ ବିଜେପି ? ଶାହ-ନଡ୍ଡା-ଫଡଣବିସଙ୍କ ମଧ୍ୟରେ ହେବ ବୈଠକ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି। ଶିବସେନାରେ ବିଦ୍ରୋହର ସ୍ଵର ଉଠିବା  ଏବଂ ବିଜେପି ସଂପର୍କରେ ଅନେକ ବିଧାୟକ ଖବର ମିଳିବା ପରେ ସରଗରମ ମହାରାଷ୍ଟ୍ର ରାଜନୀତି। ସ୍ଥିତିକୁ…

ଦେଶର ଏହି ସହରରେ ହୃଦଘାତରେ ପ୍ରତିଦିନ ମୃତ୍ୟୁମୁଖରେ ପଡୁଛନ୍ତି ୧୦୦ ଜଣ, କରୋନାଠୁ ସ୍ଥିତି ଅଧିକ ଭୟାବହ

ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ଅପେକ୍ଷା ହୃଦଘାତରେ ଅଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି। ଆରଟିଆଇରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ଗତ ବର୍ଷ…

ଅବୈଧ ଏବଂ ଅସାମ୍ବିଧାନିକ ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନା, ରଦ୍ଦ କରିକାକୁ ସୁପ୍ରିମକୋର୍ଟରେ ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜାରି ବିବାଦ ଥମିବାର ନାଁ ନେଉନାହିଁ। ଗତ ଦିନରେ ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି। ବିକ୍ଷୋଭକାରୀ ଟ୍ରେନ ବି ଜାଳିଛନ୍ତି। ରେଲଓ୍ଵର…

ଦକ୍ଷତା ଆଧାରରେ ବିଶ୍ୱକପ ଦଳ ଗଠନ ହେବ : ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ଦଳ ଗଠନ ନେଇ ଆମର ବିଚାର ବିମର୍ଷ ପ୍ରକ୍ରିୟା ଚାଲିଛି । ତେବେ ଗୋଟିଏ ସିରିଜର…

ଖୁବ୍‌ଶୀଘ୍ର ଅଭିନେତ୍ରୀ ପାୟଲଙ୍କ ହାତ ଧରିବେ ସଂଗ୍ରାମ, ଆଗ୍ରା ଜେପି ପ୍ୟାଲାେସ୍‌ରେ ପଡିବ ହାତଗଣ୍ଠି !

ମୁମ୍ବାଇ: କୁହାଯାଏ ଯୋଡ଼ି ସ୍ୱର୍ଗରେ ସ୍ଥିର ହୋଇଥାଏ । ଯେତେ ଯାହା ପ୍ରତିବନ୍ଧକ ଆସିଲେବି ଯିଏ ଯାହା ପାଇଁ ସେ ତାକୁ ହିଁ ପାଇବ । ଏମିତି ଦୁଇ ପ୍ରେମପକ୍ଷୀ ହେଲେ ଅଭିନେତ୍ରୀ ତଥା ଲକଅପ୍‌ ପ୍ରତିଯୋଗୀ ରହିଥିବା ପାୟଲ…