ଅଶାନ୍ତ ପିତୃପୁରୁଷଙ୍କୁ ଶାନ୍ତ କରିବା ପାଇଁ ଆଜି କରନ୍ତୁ ଏହି କାମ, ମିଳିବ ଶୁଭ ସଂକେତ
ନୂଆଦିଲ୍ଲୀ:ସୋମବାର ପଡୁଥିବା ଅମାବାସ୍ୟାଙ୍କୁ ସୋମବତୀ ଅମାବାସ୍ୟା କୁହାଯାଏ। ହିନ୍ଦୁ ଧର୍ମରେ ସୋମବତୀ ଅମାବାସ୍ୟାଙ୍କର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଚନ୍ଦ୍ର ଦୃଶ୍ୟମାନ ହୁଏ ନାହିଁ । ବିବାହିତ ମହିଳାମାନେ ନିଜ…