Breaking News ପୁରୁଷଙ୍କ ଏହି ସମସ୍ୟା ଠିକ୍ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ Abinash Kumar Dhal Jun 9, 2022 ନୂଆଦିଲ୍ଳୀ: ବଦଳୁଥିବା ଜୀବନଶୈଳୀ ଯୋଗୁଁ ପୁରୁଷଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଯାହାକୁ ନେଇ ପୁରୁଷଙ୍କୁ ଅସୁବିଧା ହୋଇଥାଏ । ବାହାରେ ବୁଲି କାମ କରିବା ଦ୍ୱାରା ପୁରୁଷଙ୍କ ଚର୍ମ ସାଧାରଣତଃ ଡ୍ରାଏ…
Featured ପୁଣି ବିବାଦ: ଶୌଚାଳୟରେ ଲାଗିଛି ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଥିବା ଟାଇଲ୍ସ Abinash Kumar Dhal Jun 9, 2022 ଉତ୍ତରପ୍ରଦେଶ: କାନପୁର ହେଉ ବା କାଶ୍ମୀର, ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବଢିଚାଲିଛି ବିବାଦ । କାଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେଉଛି…
Featured ଟିମ ଇଣ୍ଡିଆର ସିଲେକ୍ସନକୁ ନେଇ ନିରାଶ କୈଫ: ଏହି ଖେଳାଳିଙ୍କ କରୁଛନ୍ତି ମିସ Abinash Kumar Dhal Jun 9, 2022 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆରାମ ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ତାଙ୍କ ବ୍ୟତୀତ ଅନ୍ୟ କିଛି ଖେଳାଳିମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । କିନ୍ତୁ ଦଳର ଏହି…
Featured ‘କେହି ଆମକୁ ସାହାଯ୍ୟ କରୁ ନାହାନ୍ତି, କେବଳ ଭାରତ ଆମକୁ ଆର୍ଥିକ ସହାୟତା ଯୋଗାଉଛି’ Abinash Kumar Dhal Jun 9, 2022 ନୂଆଦିଲ୍ଲୀ: ଭାରତକୁ ଛାଡି ଅନ୍ୟ କୌଣସି ଦେଶ ଆମକୁ ସାହାଯ୍ୟ କରୁ ନାହାନ୍ତି। ଏମିତି ଭାବବିହ୍ଵଳ ବୟାନ ଦେଇଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ। ସେ କହିଛନ୍ତି, ଭାରତକୁ ବାଦ୍ ଦେଲେ ଅନ୍ୟ…
Featured ଶିମଲା ହେବ ଖାଲିସ୍ତାନର ରାଜଧାନୀ, ଜନମତ ସଂଗ୍ରହ ପାଇଁ ତାରିଖ ଧାର୍ଯ୍ୟ, SFJ ସଂଗଠନ ମୁଖ୍ୟଙ୍କ ଘୋଷଣା Abinash Kumar Dhal Jun 9, 2022 ନୂଆଦିଲ୍ଲୀ: ଶିମଲା ହେବ ଖାଲିସ୍ତାନର ରାଜଧାନୀ। ଏମିତି ଦାବି କରିଛନ୍ତି ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ(ଏସଏଫଜେ)ର ସଂସ୍ଥାପକ ଗୁରପତଓ୍ଵନ୍ତ ପନ୍ନୁ। ସେ ପାକିସ୍ତାନୀ ଗଣମାଧ୍ୟମ ସାମ୍ନାରେ ଗୁରୁବାର ଖାଲିସ୍ତାନର…
Featured ପିନ୍ଧିଲେ ଶଙ୍ଖା ଆଉ ସିନ୍ଦୁର: ନିଜକୁ ନିଜେ ବିବାହ କଲେ ସୁନ୍ଦରୀ କ୍ଷମା Abinash Kumar Dhal Jun 9, 2022 ନୂଆଦିଲ୍ଲୀ: ସବୁ ବାଦ ବିବାଦରେ କ୍ଷମା ପକାଇଲେ ପୂର୍ଣ୍ଣଚ୍ଛେଦ । ସବୁ ଆଲୋଚନା-ପର୍ଯ୍ୟାଲୋଚନା ଏବଂ ସମାଲୋଚନାକୁ ପଛରେ ପକାଇ ଆଜି ବିବାହ କରିଛନ୍ତି ସୁନ୍ଦରୀ କ୍ଷମା । ତାଙ୍କ ବିବାହକୁ ନେଇ ଦୀର୍ଘ ଦିନରୁ ଲାଗି…
Featured ଆପଣ ବି ଲଢି ପାରିବେ ରାଷ୍ଟ୍ରପତି ନିର୍ବାଚନ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ Abinash Kumar Dhal Jun 9, 2022 ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲି ବାଜି ସାରିଛି। ଗୁରୁବାର ନିର୍ବାଚନ ଆୟୋଗ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ…
Featured ବିଶ୍ୱର ରହସ୍ୟମୟୀ ଗାଁ: ଯେଉଁଠାରେ ଝିଅମାନେ ବଦଳିଯାନ୍ତି ପୁଅରେ Abinash Kumar Dhal Jun 9, 2022 ବିଶ୍ୱରେ ବିଭିନ୍ନ ପ୍ରକାର ରହସ୍ୟମୟୀ ସ୍ଥାନ ଅଛି । ଯେଉଁଠି କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟିଥାଏ । ସେହିପରି ପୃଥିବୀରେ ଏପରି ଏକ ଗାଁ ଅଛି ଯେଉଁଠାରେ ଝିଅ ମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ପରେ ସେମାନଙ୍କ…
Featured ଦୁଷ୍କର୍ମକାରୀଙ୍କୁ ଦଣ୍ଡ: ଦୁଇ ଅଭିଯୁକ୍ତଙ୍କୁ ଜିଅନ୍ତା ଜାଳିଦେଲେ ଗ୍ରାମବାସୀ Abinash Kumar Dhal Jun 9, 2022 ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଗ୍ରାମବାସୀମାନେ ନିଆଁ ଲଗାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ସଦର ଥାନା ଅନ୍ତର୍ଗତ ବସୁଆ ଅମ୍ବାଟୋଲି ଗ୍ରାମବାସୀମାନେ ଏପରି କାଣ୍ଡ…
Breaking News ପାକ୍ ସାଂସଦ ଲିୟାକତ ହୁସୈନଙ୍କ ମୃତ୍ୟୁ, ତୃତୀୟ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ Abinash Kumar Dhal Jun 9, 2022 ପାକିସ୍ତାନୀ ସାଂସଦ ଡା.ଆମୀର ଲିୟାକତ ହସୈନଙ୍କ କରାଚୀରେ ମୃତ୍ୟୁ ହୋଇଛି । ସେ ରହୁଥିବା ଆପର୍ଟମେଣ୍ଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି…