ସପ୍ତାହରେ ରହିବ କେବଳ ୪ କାର୍ଯ୍ୟ ଦିବସ, ଏହି ଦେଶରେ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ଅନେକ ଦେଶ ସପ୍ତାହରେ ୪ ଦିନ କାମ କରିବା ଫର୍ମୂଲା ଉପରେ ଆଗକୁ ବଢ଼ୁଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ବ୍ରିଟେନରେ ମଧ୍ୟ ସପ୍ତାହରେ ଚାରିଦିନ କାମ କରିବା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।…

ଏସିଆ କପ୍ ୨୦୨୨ର ତାରିଖରେ ହୋଇପାରେ ପରିବର୍ତ୍ତନ, ଜାଣନ୍ତୁ କେବେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ୨୦୨୨ ଏସିଆ କପ୍ ଖେଳାଯିବ। ହେଲେ ଏହି ଟୁର୍ଣ୍ଣାମେଣ୍ଟୁ ନେଇ ଏବେ ମଧ୍ୟ ସଂଶୟ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ହିଁ ଖେଳାଯିବ। କିନ୍ତୁ ତାରିଖରେ କିଛିଟା…

ବ୍ୟାକଫୁଟରେ ଆପ୍ ସରକାର, ହାଇକୋର୍ଟ ଜଜ କରିବେ ମୁସେଓ୍ଵାଲା ହତ୍ୟା ମାମଲାର ତଦନ୍ତ

ଚଣ୍ଡିଗଡ: ପଞ୍ଜାବି ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯିବ। ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଏହି ନିଷ୍ପତ୍ତି ନେଇଛନ୍ତି। ସିଦ୍ଧୁ ମୁସେଓ୍ଵାଲାଙ୍କ ପିତା ମାନଙ୍କୁ ଚିଠି ଲେଖି…

ରାଗିଂ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସ କହିଲା ପ୍ରେମ ପ୍ରସଙ୍ଗ

ସହି ପାରିଲେନି ସିନିୟରଙ୍କ ରାଗିଂ... ଶେଷରେ ନେଲେ ଚରମ ନିଷ୍ପତ୍ତି... ଆଉ ବେକରେ ରସି ଲଗାଇ କଲେ ଆତ୍ମହତ୍ୟା । ପୁଣିଥରେ ରାଗିଂ ଯୋଗୁଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ବିହାର…

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ଆରମ୍ଭ ହେଲା ପିଏମ-କେୟାର ଫର ଚିଲ୍ଡ୍ରେନ ଯୋଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଜ ମାତା-ପିତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଖାସ୍ ଯୋଜନାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ କେୟାର୍ସ ଫର ଚିଲ୍ଡ୍ରେନ ଯୋଜନା ଅନୂଯାୟୀ ଏହି ପିଲାଙ୍କୁ…

ପ୍ରଥମ ସିଜନରେ ହିଁ ମାଲାମାଲ ହେଲା ଚମ୍ପିୟାନ ଗୁଜୁରାଟ: ଜାଣନ୍ତୁ କେତେ ମିଳିଲା ପୁରସ୍କାର ?

ନୂଆଦିଲ୍ଲୀ: ସରିଛି ଚଳିତ ବର୍ଷର ଆଇପିଏଲ । ପ୍ରଥମ ଥର ମ୍ୟାଚର ଟାଇଟଲ ଜିତି ଚାମ୍ପିୟନ ହୋଇଛି ଗୁଜରାଟ ଟାଇଟନ୍ସ । ତେବେ ଖେଳ ତ’ ସରିଥିଲା କିନ୍ତୁ ଏହାପରେ ହୋଇଥିଲା ଟଙ୍କା ବର୍ଷା । ସେ ଟିମ୍ ହୁଅନ୍ତୁ ବା ଖେଳାଳି…

ପିଠିରେ ବସିଥିଲା କନ୍ୟା, ହଠାତ୍ ଏମିତି କଲା ଘୋଡ଼ା, ଦେଖନ୍ତୁ ଭାଇରାଲ ଭିଡିଓ…

ବିବାହ ସମୟର ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳେ । କେତେବେଳେ ବର-କନ୍ୟାଙ୍କ କାରନାମା ତ’ ପୁଣି କେତେବେଳେ ବରଯାତ୍ରୀଙ୍କ ଅଜବ ଡାନ୍ସ ଭିଡିଓ ସାମ୍ନାକୁ ଆସିଥାଏ ଯାହା ଭାଇରାଲ ମଧ୍ୟ ହୋଇଥାଏ । ବର୍ତ୍ତମାନ…

ନାଳ ପାଣିରେ ତିଆରି ହେଉଛି ବିୟର ! ପିଇବାକୁ ପସନ୍ଦ କରୁଛନ୍ତି ଲୋକେ

ଦୁନିଆରେ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳେ । ବିୟରକୁ ନେଇ ମଧ୍ୟ ଅନେକଙ୍କ ଭିନ୍ନ ଭିନ୍ନ ସଉକ ରହିଛି । ବିୟରକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ପସନ୍ଦ ରହିଛି । ମାର୍କେଟରେ ନୂଆ ନୂଆ ବ୍ରାଣ୍ଡର ବିୟର ବି ରହିଛି ।…

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୧ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର ପୁଲୱାମାରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର ପୁଲୱାମାର ଗୂଣ୍ଡିପୁରା…

ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାରେ ଶୁଣାଣି ଆଜି, ଆସିପାରେ ଗୁରୁତ୍ୱପୂର୍ଣ୍ଣ ରାୟ

ବାରଣାସୀ: ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଆଜି ହେବ । ଜିଲ୍ଲା ଜଜ୍ ଡା. ଅଜୟ କୃଷ୍ଣ ବିଶ୍ୱେଶ ଜ୍ଞାନବ୍ୟାପୀ ପରିସାରେ ସର୍ଭେ ଏବଂ ଭିଡିଓଗ୍ରାଫୀକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ…