Retirement Ageରେ ହେଲା ପରିବର୍ତ୍ତନ! ୬୦ ନୁହେଁ, ଏଣିକି ଏତିକି ବର୍ଷ ପର୍ଯ୍ୟନ୍ତ କରିପାରିବେ ଚାକିରି
ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ମାନଙ୍କର ବୟସସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ୬୦ ବର୍ଷରେ କର୍ମଚାରୀଙ୍କୁ ମିଳିବନି ଅବସର । ଏହି ବୟସସୀମା ବୃଦ୍ଧି କରାଇବାକୁ ସରକାରଙ୍କ…