ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।…

ବର୍ଷା, ବଜ୍ରପାତରେ ଫାଟିଗଲା ଜଗନ୍ନାଥ ମନ୍ଦିର: ଅନେକ ସ୍ଥାନରେ ଫାଟ, କ୍ଷତିଗ୍ରସ୍ତ

ସୁବର୍ଣ୍ଣପୁର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଅନେକ ଜାଗାରେ ବିଭିନ୍ନ କ୍ଷତି ଘଟୁଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ…

ରାଜନୈତିକ କାରଣରୁ ବୃଦ୍ଧି ପାଇଛି ପୁରସ୍କାର ଫେରାଇ ଦେବା ପ୍ରକ୍ରିୟା, ହତୋତ୍ସାହିତ କରିବାକୁ ସଂସଦୀୟ ସମିତିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ନୂଆଦିଲ୍ଲୀ: ସରକାରଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରୁଥିବା ବ୍ୟକ୍ତି ସମ୍ମାନ ନେବା ପୂର୍ବରୁ ନିଜର ଲିଖିତ ସହମତି ଦେବା ଉଚିତ ଓ ଏକ ପ୍ରତିଶ୍ରୁତି ପତ୍ର ଉପରେ ହସ୍ତାକ୍ଷର କରିବା ଉଚିତ । ରାଜନୈତିକ କାରଣରୁ ପୁରସ୍କାର…

୨୦୦୦ ଟଙ୍କିଆ ନୋଟକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା: ବଦଳିବ କି ସମୟସୀମା?

ନୂଆଦିଲ୍ଲୀ: ମେ’ ୧୯ ତାରିଖରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେଣୁ ଏହାକୁ ବ୍ୟାଙ୍କରେ ଜମା କରିବା ସହ ବଦଳାଇବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା…

ମର୍ଣ୍ଣିଂୱାକ୍ ରେ ବାହାରିବା ପୂର୍ବରୁ କରନ୍ତୁ ନାହିଁ ଏହି ୫ ଗୋଟି ଭୁଲ୍, ଲାଭ ବଦଳରେ ଶରୀରକୁ ପହଞ୍ଚିବ କ୍ଷତି

ନୂଆଦିଲ୍ଲୀ: ମର୍ଣ୍ଣିଂୱାକ୍ କରିବା ଦ୍ୱାରା ଆମକୁ ବହୁ ଲାଭ ମିଳିଥାଏ । ନିୟମିତ ମର୍ଣ୍ଣିଂ ୱାକ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଓଜନ ବୃଦ୍ଧିକୁ ରୋକିବାରେ ଏହା ବିଶେଷ ସହାୟକ ହୋଇଥାଏ । ଏହା ବ୍ୟତିତ…

୨୪ ଘଣ୍ଟାରେ ବୁଡ଼ିବ ରାଜ୍ୟର ୧୨ଟି ଜିଲ୍ଲା: ପ୍ରବଳରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଆହୁରି ଘନୀଭୂତ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସମ୍ଭାବନା ସୃଷ୍ଟି କରିଛି…

ଦ୍ୱିତୀୟ ବିବାହ ରୋକିବାକୁ ଆରମ୍ଭ ହେଉଛି ପ୍ରୟାସ: ଆଧାର କାର୍ଡ ସହ ସଂଯୋଗ କରାଯିବ ବିବାହ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦ୍ୱିତୀୟ ବିବାହ ମାମଲା ଉପରେ ରୋକ ଲାଗି ପାରେ । ପ୍ରଥମ ବିବାହ ରଦ୍ଦ ହେବା ପୂର୍ବରୁ ଅନ୍ୟ ଏକ ବିବାହ କରିବା ଦ୍ୱାରା ଆଇନ ଅନୁସାରେ ମିଳିପାରେ ଦଣ୍ଡ । ପ୍ରଥମ ପତି ବା ପତ୍ନୀ ଥିଲେ…

ପ୍ରଦର୍ଶନକାରୀଙ୍କ ପ୍ରତି ଅମାନୁଷିକ ଆଚରଣ, ଦେଶରେ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଖପ୍ପା ଜନତା

ନୂଆଦିଲ୍ଲୀ:ଇସ୍ରାଏଲରେ ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଲୋକମାନେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ବିରୋଧ କରି ଆସୁଛନ୍ତି । ଏହି ସଂପର୍କିତ…

ଦୁଇ ନୁହେଁ କେବଳ ଗୋଟିଏ ବୋତଲ ମଦ ନେଇଯାଇପାରିବେ, ଦିଲ୍ଲୀ ମେଟ୍ରୋର ନିଷ୍ପତ୍ତିକୁ ବଦଳାଇ ଦେଲା ଅବକାରୀ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଦୁଇ ବୋତଲ ମଦ ନେଇଯିବାକୂ ନେଇ ଲାଗୁ ହୋଇଥିବା ନିଷ୍ପତ୍ତିକୁ ଏବେ ବଦଳାଇ ଦିଆଯିବ । ଅବକାରୀ ବିଭାଗ ପକ୍ଷରୁ ସୋମବାର ଏହି ନିୟମ ବଦଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଅବକାରୀ ବିଭାଗ…

ପ୍ରଥମେ ସାଇକେଲ କିଣିବା ଲାଗି ବ୍ୟାଙ୍କରୁ ନେଇଥିଲେ ଲୋନ୍, ଏବେ ଟ୍ରେନ୍ କିଣିବାକୁ ମାଗୁଛନ୍ତି ୩୦୦ କୋଟି

ନୂଆଦିଲ୍ଲୀ: ପ୍ରାୟ ସମୟରେ ବ୍ୟାଙ୍କ ଗ୍ରାହକମାନେ ଲୋନ୍ ଲାଗି ବ୍ୟାଙ୍କକୁ କଲ୍ କରିଥାନ୍ତି । ଲୋନ୍ ନେବା ଲାଗି ବ୍ୟାଙ୍କ ଗ୍ରାହକକୁ ବହୁୁ ଲୋଭନୀୟ କଥାସବୁ କହିଥାଏ । ଏହାକୁ ନେଇ ବହୁ ଗ୍ରାହକ ବ୍ୟାଙ୍କ ବାଲାଙ୍କ ଉପରେ…