ସ୍ୱାସ୍ଥ୍ୟ ଲାଗି ବହୁତ ଜରୁରୀ କାର୍ବୋହାଇଡ୍ରେଟ୍ ଓ ଡାଏଟରୀ ଫ୍ୟାଟ୍ , କିନ୍ତୁ ମାତ୍ରା ଠିକ୍ ନ ରହିଲେ ଏହା ଆମ ଶରୀରରେ ବହୁ ରୋଗର କାରଣ…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ଜୀବନଧାରଣ ପ୍ରଣାଳୀରେ ପରିବର୍ତ୍ତନ ଯୋଗୁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସମସ୍ତଙ୍କ ଲାଗି ପ୍ରାଥମିକ…

ବିଶ୍ୱର ୫୧ ତମ ବିଚିତ୍ର କେସ୍ , ବ୍ରଶ କରୁ କରୁ ଗିଳିଦେଲେ ୧୨ ସେଣ୍ଟିମିଟର ଲମ୍ବର ଟୁଥବ୍ରଶ, ବିନା ଅସ୍ତ୍ରୋପଚାରରେ ପାଟିପଟେ କାଢିଲେ ଡାକ୍ତର

ଉଦୟପୁର: ଆପଣ ଜାଣିଥିବେ କି ଛୋଟ ପିଲାମାନେ ବହୁ ସମୟରେ କଏନ୍, ହାତ ମୁଦି ସହିତ ଛୋଟ ଛୋଟ ଜିନିଷ ଗିଳି ପକାଇଥାନ୍ତି । କିଛି ଜିନିଷ ଗଳାରେ ଅଟକିଯାଏ ତ ଆଉ କିଛି ଜିନିଷ ପେଟ ପର୍ଯ୍ୟନ୍ତ ପହଞ୍ଚିଯାଏ । କିନ୍ତୁ…

ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ ଆସିଲା କରେଣ୍ଟ , ଯୁବ ଇଂଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ କରେଣ୍ଟ ଆସିବାରୁ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସାରା ସହରରେ ଆତଙ୍କ ଖେଳିଯାଇଛି ।…

ମହିଳାଙ୍କୁ ପସନ୍ଦ ଆସେ ନାହିଁ ପୁରୁଷଙ୍କର ଏଭଳି କିଛି ଅଭ୍ୟାସ, ସଂପର୍କ ମଧୁର କରିବାକୁ ଚାହୁଁଥିଲେ ତୁରନ୍ତ ସୁଧାର ଆଣନ୍ତୁ

ଏଭଳି କିଛି ଅଭ୍ୟାସ ରହିଛି ଯାହା ମହିଳାମାନେ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କର ବିବାହ ହୋଇସାରିଛି ଓ ଆପଣଙ୍କର ଗାର୍ଲଫ୍ରେଣ୍ଡ ଅଛନ୍ତି ତେବେ ଆପଣ ଏହିସବୁ ଦିଗ ଉପରେ ଖାସ୍ ଧ୍ୟାନ ରଖନ୍ତୁ ଯଦ୍ଦ୍ୱାରା ସଂପର୍କ ଭଲ…

ଷ୍ଟାବିଲିଟି ଏଆଇ ସିଇଓଙ୍କ ଭବିଷ୍ୟବାଣୀ, ଆଗାମୀ ୨ ବର୍ଷରେ ଚାଲିଯିବ ବହୁ ଆଇଟି ଇଂଜିନିୟରଙ୍କ ଚାକିରି

ନୂଆଦିଲ୍ଲୀ: ଭାରତରେ ଆଇଟି ସେକ୍ଟର ଅର୍ଥାତ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ କାମ କରୁଥିବା ଇଂଜିନିୟରର୍ସଙ୍କ ଲାଗି ଆଗାମୀ ଦିନ ବଡ ସମସ୍ୟାପୂର୍ଣ୍ଣ ରହିବ । ଆଗାମୀ ୨ ବର୍ଷ ମଧ୍ୟରେ ସେମାନଙ୍କ ଚାକିରି ଯିବାର…

ହଙ୍ଗାମାରୁ ହିଁ ପ୍ରଥମ ଦିନର ମୌସୁମୀ ଅଧିବେଶନ ଆରମ୍ଭ, ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍ଥଗିତ କରିଦିଆଗଲା ଦୁଇ ଗୃହର କାର୍ଯ୍ୟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପୂର୍ବ ସନ୍ଧ୍ୟାରେ ବିରୋଧୀ ଦଳଙ୍କ ଦାବୀକୁ ସରକାର ସ୍ୱୀକାର କରି ମଣିପୁର ହିଂସା ଓ ଦରଦାମ୍ ବୃଦ୍ଧି ଉପରେ ଚର୍ଚ୍ଚା ଲାଗି ସମ୍ମତି ଜଣାଇଥିଲେ…

ମାତ୍ର ଗୋଟିଏ ସପ୍ତାହ ପରେ ଖାତାକୁ ଆସିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ ତମ କିସ୍ତି ପଇସା, କାହାକୁ ମିଳିବ , କାହାକୁ ମିଳିବନି ଏହିଠାରେ…

ନୂଆଦିଲ୍ଲୀ:ଯଦି ଆପଣପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ ତମ କିସ୍ତି ପାଇବାକୁ ଅପେକ୍ଷା କରି ରହିଛନ୍ତି ତେବେ ଖୁବ୍ ଶୀଘ୍ର ଆପଣଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଖୁବ୍ ଶୀଘ୍ର ଆପଣଙ୍କ ଖାତାକୁ ୨୦୦୦ଟଙ୍କା…

PPF ଯୋଜନାରେ ଟଙ୍କା ବିନିଯୋଗ କରିଛନ୍ତି କି ? ସରକାର ଦେଲେ ଖୁସି ଖବର, ଏବେ ମିଳିବ ଅଧିକ ଲାଭ !

ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ପରିଚାଳିତ ହେଉଛି । ଏହି ଯୋଜନା ଗୁଡିକରେ ଆପଣମାନେ ଟଙ୍କା ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇପାରିବେ । ଯୋଜନାଗୁଡିକ ଭିତରୁ ଜନସାଧାରଣ ଯୋଗାଣ…

କାନ୍ଦୁଛି ପାକିସ୍ତାନ… ଭାରତକୁ ବେଶୀ, ଆମକୁ କମ୍ କାହିଁକି? କ୍ରିକେଟ ରାଜସ୍ୱ ଆବଣ୍ଟନକୁ ନେଇ ପିସିବିର ପ୍ରଶ୍ନ

ମୁମ୍ବାଇ: ୨୦୨୪-୨୭ ପାଇଁ କ୍ରିକେଟର ସମସ୍ତ ସଦସ୍ୟ ଦେଶଗୁଡିକୁ ରାଜସ୍ୱ ଆବଣ୍ଟନ କରିଛି ଆଇସିସି । ତେବେ ଏହି ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଭାରତକୁ ମିଳିଥିବା ରାଜସ୍ୱ ଏବଂ ପାକିସ୍ତାନକୁ ମିଳିଥିବା…

ହିନ୍ଦୁ ଧର୍ମରେ କାହିଁକି ପବିତ୍ର ଚାରି ଧାମର ଯାତ୍ରା କରିବାକୁ କୁହାଯାଇଛି? ମିଳେ ଏହି ପୁଣ୍ୟ

ସନାତନ ଧର୍ମରେ ଚାରି ଧାମର ବିଶେଷ ମହତ୍ତ୍ୱ ରହିଛି । ଚାରି ଧାମ ଯାତ୍ରା କରିବାକୁ ସବୁ ଲୋକଙ୍କର ବେଶ ଆଗ୍ରହ ରହିଥାଏ । ବଦ୍ରିନାଥ ଧାମ, ଜଗନ୍ନାଥ ଧାମ, ଦ୍ୱାରିକା ଓ ରାମେଶ୍ୱରମକୁ ଭାରତର ୪ ଧାମ ବୋଲି କୁହାଯାଏ । ଏହି…